ବିଲରେ ପଡ଼ିଛି ପାଚିଲା ଧାନ, ୨୧ରେ ଛେଚିବ ବର୍ଷା, ଏସବୁ ଜିଲାକୁ ରହିଛି…

ଭୁବନେଶ୍ୱର: ଏବେ ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ଏପଟେ ବର୍ଷା ସମ୍ଭାବନା ନେଇ ଚାଷୀ ଆଖିରୁ ନିଦ ହଜିଗଲାଣି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଭୁବନେଶ୍ୱରରେ ହରିୟାଣା ପୋଲିସ

ରାଜଧାନୀ ଭୁବନେଶ୍ୱରରେ ହରିୟାଣା ପୁଲିସ୍‌। ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରରେ ଘରକୁ ଘର ବୁଲି ସର୍ଚ୍ଚ କରୁଛି। ହେଲେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୁଲିସ୍‌। ଆଜକୁ ୧୦ ଦିନ ତଳେ ହରିୟାଣାର ଜଣେ ପ୍ରତିଷ୍ଠିତ…

ସୁବର୍ଣ୍ଣରେଖାରେ ବହୁମୁଖି ବନ୍ଦର ନିର୍ମାଣକୁ ତୀବ୍ର ବିରୋଧ

ସୁବର୍ଣ୍ଣରେଖାରେ ବହୁମୁଖୀ ବନ୍ଦର ନିର୍ମାଣକୁ ବିରୋଧ। ଆଜି ବାଲିଆପାଳରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ଜନଶୁଣାଣିରେ ଶୁଭିଛି ତୀବ୍ର ବିରୋଧର ସ୍ୱର। ଜନଶୁଣାଣିରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ତେବେ ଜୀବନ ଜୀବିକା…

ଡିଭାଇଡରରେ ପିଟି ହୋଇ ସ୍କୁଟରକୁ ଧକ୍କା ଦେଲା SUV

ବେପରୁଆ ଗାଡ଼ି ଚାଳନା ଆଉ ଦୁଇ ନିରୀହ ଜୀବନ ନେଇଯାଇଛି। ମଦ ପିଇ ଏକ SUV ଡ୍ରାଇଭର ଡିଭାଇଡରରେ ବାଡ଼େଇ ହେବା ପରେ ଏକ ସ୍କୁଟରକୁ ଧକ୍କା ଦେଇଛନ୍ତି। ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। SUV ଡ୍ରାଇଭରଙ୍କୁ ଗିରଫ…

ମ୍ୟାଚ ଖେଳୁଥିବା ବେଳେ ଉଡ଼ିଗଲା କ୍ରିକେଟରଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମ୍ୟାଚ ଖେଳୁଥିବା ବେଳେ ଜଣେ ଯୁବ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ କ୍ରିକେଟ ଖେଳାଳିଙ୍କ ନାମ ଇମ୍ରାନ ପଟେଲ ବୟସ ୩୫ବର୍ଷ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗରୱାର…

କୋରାପୁଟ ବସ୍‌ଷ୍ଟାଣ୍ଡରେ ହେଲା ଛୁରା ମାଡ଼

କୋରାପୁଟ: କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ କୋରାପୁଟ ଟାଉନ୍‌ ଥାନାରେ ଲିଖିତ ଏତଲା…

ଧାନ ସଂଗ୍ରହ ପ୍ରକ୍ରିୟା ତ୍ଵରାନିତ ହେଲା

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଧାନ ସଂଗ୍ରହରେ ପୂର୍ବପେକ୍ଷା ସ୍ୱଚ୍ଛତା ଗ୍ରହଣ କରାଯିବା ସହ ଚାଷୀମାନଙ୍କୁ ଅଧିକ ସହାୟତା ପ୍ରଦାନ ପାଇଁ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କୌଣସି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼ : ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ…

ରାହୁଲ ଗାନ୍ଧିଙ୍କ ଦୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ଆଜି ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଭାରତ ବ୍ୟତୀତ ରାହୁଲ ଗାନ୍ଧି ନିଜ ପାଖରେ ବ୍ରିଟେନର ନାଗରିକତା ରଖିଥିବା ଅଭିଯୋଗ ହୋଇଛି। ତାଙ୍କ ପାଖରେ ଦୁଇଟି ଦେଶର ନାଗରିକତା ରହିଥିବାରୁ…

ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରି ଆଇନ୍ ମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କଲେ। ଗତ ତିନିଦିନ ତଳେ ପରିବହନ ବିଭାଗ ଓ କମିଶନରେଟ ପୁଲିସ ତାଙ୍କ ଘରକୁ ଯାଇ…