ଟ୍ବେଣ୍ଟି୨୦ ବିଶ୍ବକପ୍: ଆଜି ପାକିସ୍ତାନ-ଇଂଲଣ୍ଡ ମୁକାବିଲା
ପାଲ୍ଲେକେଲେ: ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ମଙ୍ଗଳବାର ସୁପର ୮ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଦୁଇ ପୂର୍ବତନ ଚମ୍ପିଆନ୍ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଗ୍ରୁପ୍-୨ର ମ୍ୟାଚ୍ ଖେଳାଯିବ। ଉଭୟ ଦଳଙ୍କର ଏହା ଦ୍ବିତୀୟ ମ୍ୟାଚ୍ ଥିବା ବେଳେ ସେମାନଙ୍କ ଖାତାରେ…












