ବାଲେଶ୍ବର: ନେତା ହେବାକୁ ଚାହୁଁଥିଲେ, ହେଲେ ହୋଇପାରିଲନି । ୨୦୨୪ ବିଧାନସଭା ନିର୍ବାଚନରେ ବାଲେଶ୍ବର ଜିଲ୍ଲା ସୋର ଆସନରେ ସେ ଥିଲେ ସ୍ବାଧୀନ ପ୍ରାର୍ଥୀ । ନିଜେ ନିଜେ ପ୍ରଚାର କରି ଲୋକଙ୍କ ପାଖରେ ପହଞ୍ଚିଥିଲେ। ହେଲେ ନିର୍ବାଚନ ଜିତିପାରିଲେନି । ମାତ୍ର ୨୫୧ ଖଣ୍ଡ ଭୋଟ୍ ତାଙ୍କୁ ମିଳିଥିଲା। ଚାହିଁଥିଲେ ବି ସେ ସିନା ନେତା ହୋଇପାରିଲେନି, ହେଲେ ବାବୁ ବନିଗଲେ। ଏଥର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୩୮ତମ ସ୍ଥାନ ହାସଲ କରିଛନ୍ତି ଶିବାନୀ ଶଙ୍କର ରାୟ। ଏବେ ସେ OAS ଅଫିସର।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




