‘ମନ କି ବାତ’ରେ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥଙ୍କ ପ୍ରବନ୍ଧକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୨ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଓମ୍ ପ୍ରକାଶ ରଥଙ୍କୁ ବିଶେଷ ପ୍ରଶଂସା ମିଳିଛି। ଯୁବକ ଓମ୍ ପ୍ରକାଶ ‘ମେରା ଯୁବ ଭାରତ’ (ଏମ୍ୱାଇ ଭାରତ) ପ୍ରକଳ୍ପ ଅନ୍ତର୍ଗତ ‘ବଜେଟ୍ କ୍ୱେଷ୍ଟ…


