ଘରକୁ ଥଣ୍ଡା ରଖିବାର ଉପାୟ

ଶୀତତାପ ନିୟନ୍ତ୍ରିତ କକ୍ଷରେ ଝରକା, କବାଟ ସବୁବେଳେ ବନ୍ଦ ରହୁଥିବାରୁ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ବିଶେଷଜ୍ଞ ଦଳ ମଧ୍ୟ ବାରମ୍ବାର ସତର୍କ କରାଇଛନ୍ତି, କରୋନା ମହାମାରୀ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏସି (ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର ବ୍ୟବହାର କମ କରନ୍ତୁ । ଘରକୁ ଥଣ୍ଡା ରଖିବା ନିମନ୍ତେ ଅନ୍ୟ ଉପାୟ ମାନ ଆପଣାଇପାରିବେ ।
ଯେପରି ଯଦି ଆପାର୍ଟମେଣ୍ଟର ଉପର ମହଲାରେ ରହୁଛନ୍ତି ଗରମ ହେବା ସ୍ୱାଭାବିକ । ଏଭଳି ସ୍ଥିତିରେ ନିଜ ଛୋଟ ବାଲକୋନିରେ ବଗିଚାଟିଏ କରି ଗରମ ପ୍ରକୋପରୁ ବର୍ତ୍ତିପାରିବେ ।
ରୋଷେଇ ଘରେ ଏକ୍ସହଷ୍ଟ ଫ୍ୟାନ ଲଗାନ୍ତୁ । ଏହା ସହାୟତାରେ ଘରର ଗରମ ପବନ ବାହାରକୁ ଯିବ ।
ସନ୍ଧ୍ୟା ପରେ ଝରକା, କବାଟ ଖୋଲି ରଖିବା ସହ ବତି ଲିଭାଇ ଦିଅନ୍ତୁ । ଦେଖିବେ ଘର ଥଣ୍ଡା ଲାଗିବ ।
ବାଲକୋନିରେ ଖରା ଅଧିକ ପଡୁଥିଲେ, ସେଠାରେ ଗ୍ରୀନ ଶେଡ ଲଗାଇପାରିବେ ।
ଘରେ ଅଧିକ ଜିନିଷ ମଧ୍ୟ ରଖନ୍ତୁ ନାହିଁ । ଏହା ମଧ୍ୟ ଗରମ ବଢ଼ାଇଥାଏ ।

  • Related Posts

    ଆପଣ ଘରେ ପିନ୍ଧୁଛନ୍ତି କି ଚପଲ ? ଭୋଗିବେ ସାଙ୍ଘାତିକ ପରିଣାମ

    ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ…

    Continue reading
    ଘରୁ ବାହାରିଲେ ବାର ଅନୁଯାୟୀ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    ଘରୁ ବାହାରକୁ ଯିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ଘରୁ ବାହାରିବା ପରେ କାର୍ୟ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ