ଛାତ୍ର ସଂସଦ ନିର୍ବାଚନର ଖର୍ଚ୍ଚ ଓ ହିଂସାରେ ଜେନେରାଲ ଇଲେକ୍ସନକୁ ଟପିଲା

ଭୁବନେଶ୍ୱର: ରାଜ୍ୟରେ ୮ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ହେଉନଥିଲା । ମାତ୍ର ଚଳିତବର୍ଷ ନିର୍ବାଚନ ହେବା ସହିତ ଏହା ସାଧାରଣ ନିର୍ବାଚନକୁ ଟପିଥିଲା । ଟଙ୍କା ଖର୍ଚ୍ଚରେ ହେଉ କି ଗଣ୍ଡଗୋଳ କରିବାରେ ସବୁଥିରେ ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ସାଧାରଣ ନିର୍ବାଚନକୁ ବଳି ଯାଇଥିଲା । ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଆଗରେ ଲାଗିଥିବା ବଡ଼ ବଡ଼ ବ୍ୟାନର୍ ଓ ହୋର୍ଡିଂ ପୂର୍ବରୁ କୌଣସି ଛାତ୍ରସଂସଦ ନିର୍ବାଚନରେ ଦେଖିବାକୁ ମିଳିନଥିଲା ।

ସେହିପରି ଚଳିତ ଛାତ୍ରସଂସଦ ନିର୍ବାଚନରେ କେଉଁଠି ଥାର୍ ଗାଡ଼ି ଶୋଭାଯାତ୍ରା ତ କେଉଁଠି ଜେସିବିରୁ ଫୁଲବର୍ଷା କରା ଯାଇଥିଲା । ପୁଣି କିଛି କ୍ୟାମ୍ପସରେ ବୋମା ମାଡ଼ ତ ପୁଣି କେଉଁଠି ଉତ୍ତେଜନା ଯୋଗୁଁ ରାସ୍ତା ରୋକ ହୋଇଥିଲା । ପୁଣି କେଉଁଠି ଖଣ୍ଡା ବୁଲିଥିଲା ତ ଆଉ କେଉଁଠି ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ଚଳିତ ଛାତ୍ରସଂସଦ ନିର୍ବାଚନରେ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର ହୋଇଥିବା ଦେଖିବାକୁ ମିଳିଥିଲା । ଏଭଳି କରି ବହୁ ଛାତ୍ର ନେତା ଓ ନେତ୍ରୀଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର କରାଯାଇଥିଲା । ଏଆଇ ବ୍ୟବହାର କରି ଛାତ୍ରନେତାଙ୍କୁ ବଦନାମ କରିବାକୁ ବି ପଛେଇଲେ ନାହିଁ ବିରୋଧୀ ଛାତ୍ର ସଙ୍ଗଠନର ନେତା ଓ ନେତ୍ରୀ ।

  • Related Posts

    ନିର୍ବାଚନ ଶେଷ ପରେ ଏହା କହିଲେ ମୋହନ

    ଭୁବନେଶ୍ୱର:ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ। କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି,  ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ…

    Continue reading
    ଛାତ୍ର ସଂସଦ ନିର୍ବାଚନ; ABVPର ୧୪୨ ଏବଂ BCJDର ୧୨୧ ପ୍ରାର୍ଥୀ ବିଜୟୀ

    ଭୁବନେଶ୍ୱର,: ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ ଜୋରଦାର ହଙ୍ଗାମା । ସବୁଠି ପ୍ରତିବାଦ, ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ ଭିତର ବାହାର ପୁଲିସ ଛାଉଣୀ । ଘୋଷଣା ହୋଇଥିବା ୧୧ଟି ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି