ନୂଆଦିଲ୍ଲୀ: ଜେପିସିକୁ ମନୋନୀତ ହେଲେ ରାଜ୍ୟସଭା ବିଜେଡି ସାଂସଦ ମାନସ ମଙ୍ଗରାଜ । ମାନସଙ୍କ ସହ ୧୨ ରାଜ୍ୟସଭା ସଦସ୍ୟ ଯୁଗ୍ମ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି । ୧୨ ଜଣ ସାଂସଦ ହେଲେ ମାନସ ମଙ୍ଗରାଜ, ଘନଶ୍ୟାମ ତିୱାରୀ, ଭୁବନେଶ୍ଵର କଲିତା, ଡ. କେ ଲକ୍ଷ୍ମଣ, କବିତା ପଟିଦାର, ସଂଜୟ ଝା, ରଣଦୀପ ସିଂହ ସୂର୍ୟ୍ୟେୱାଲା, ମୁକୁଲ ୱାସନିକ, ସକେତ ଗୋଖଲେ, ପି. ୱିଲସନ, ସଂଜୟ ସିଂହ ଏବଂ ଭି. ବିଜୟସାଇ ରେଡ୍ଡୀ । ଏକ ଦେଶ ଏକ ନିର୍ବାଚନ ବିଲ ପାଇଁ ଗଠିତ ହୋଇଛି ୩୯ ଜଣିଆ ଜେପିସି ।
ନିର୍ବାଚନ ଶେଷ ପରେ ଏହା କହିଲେ ମୋହନ
ଭୁବନେଶ୍ୱର:ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ। କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି, ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ…







