ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ପୁରୀ: କାର୍ତ୍ତିକ ବ୍ରତ ଲୋକାର୍ପଣ ଉତ୍ସବକୁ ଆସିପାରିନଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣୁ ହବିଷ୍ୟାଳିଙ୍କୁ ଭେଟିବାକୁ ଏବଂ ଜଗା ଦର୍ଶନ କରିବାକୁ ଶନିବାର ପୁରୀ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ସେ ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସକୁ ଯାଇ ହବିଷ୍ୟାଳିଙ୍କୁ ଭେଟିବେ ଓ ଭାବବିନିମୟ କରିବେ । ପରେ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ୱରରୁ ବାହାରି ସାଢ଼େ ୫ଟା ସୁଦ୍ଧା ବୃନ୍ଦାବତୀ ନିବାସରେ ପହଞ୍ଚିବେ । ୬ଟା ସୁଦ୍ଧା ଏଠାରୁ ବାହାରି ପୁରୀ ସର୍କିଟ ହାଉସ୍‌କୁ ଯିବେ । ସେଠାରୁ ସନ୍ଧ୍ୟା ୭ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ପହଞ୍ଚିବେ । ୮ଟା ସୁଦ୍ଧା ଠାକୁର ଦର୍ଶନ ସାରି ସେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବା ନିମନ୍ତେ ସ୍ୱତନ୍ତ୍ର ଷ୍ଟେଜ୍‌ କରାଯିବ । ଏଥିସହ ଆନୁସଙ୍ଗିକ ଅନ୍ୟ ବ୍ୟବସ୍ଥା ହେବ ।

  • Related Posts

    ସ୍ୱାମୀଙ୍କ ମୃତ୍ୟୁ ପରେ ଡାକ୍ତରଖାନା ଛାତରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

    ବଲାଙ୍ଗିର: ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ଡାକ୍ତରଖାନାର ସର୍ଜରୀ ୱାର୍ଡରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ। ତାଙ୍କ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୨୭ରୁ ସମସ୍ତ ସ୍କୁଲ ବନ୍ଦ

    ଭୁବନେଶ୍ୱର: ଆକାଶରୁ ଖସୁଛି ନିଅାଁ ଝୁଲ । ତାତିରେ ସାରା ରାଜ୍ୟ ସିଝୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ୨୭ର ସମସ୍ତ ସ୍କୁଳ ବନ୍ଦ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର