ବାମଣ୍ଡା ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ପକ୍ଷରୁ ସମ୍ବର୍ଦ୍ଧନା ସଭା

ଦେବଗଡ଼:ବାମଣ୍ଡା ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ଦେବଗଡ଼ ପକ୍ଷରୁ ଆଜି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ରଥଯାତ୍ରା ଅବସରରେ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପରିଷ୍କାର ପରିଚ୍ଛନ୍ନ କରିବା ଓ ମରାମତି ସହ ରଙ୍ଗକାର୍ଯ୍ୟ କରିଥିବା ବାମଣ୍ଡା ସେବା ସଂଘ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଅନୁଷ୍ଠିତ ସମ୍ବର୍ଦ୍ଧିତ ସଭାରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାମଣ୍ଡା ସେବା ସଂଘର ସଦସ୍ୟ ପ୍ରଫୁଲ୍ଲ ନାୟକ,ଦିଲୀପ ବେହେରା,ଶୁକଦେବ ଭଞ୍ଜ,ସୁବାସ ଚନ୍ଦ୍ର ମହାନ୍ତି, ପ୍ରଭାତ ସାହୁ, ସଂଗ୍ରାମ ନାୟକ,ବିଶ୍ୱଜିତ ସାହୁ,ବିଦେଶୀ ସାହୁ,ପୁରୁଷୋତ୍ତମ ଅଗ୍ରୱାଲ,ଗୋଲବଦନ ନାୟକ,ନରୋତ୍ତମ ସାହୁ,ଚିତ୍ତ ରଞ୍ଜନ ନାୟକ,ଅରୁଣ ନନ୍ଦ,ପରମାନନ୍ଦ ସାହୁ, ଶିଖା ମହାନ୍ତି,ରୁଦ୍ରାକ୍ଷୀ ସାଇନାଥ ନାୟକ,ଫ୍ଲରେନ୍ସ ପାତ୍ର,ଜ୍ୟୋତି ଦିପାର୍ଚ୍ଚନା ଦାସ,ପ୍ରଜ୍ଞା ପରମିତା ନାୟକ,ଭାଗ୍ୟଶ୍ରୀ ନାୟକ,ପ୍ରଶାନ୍ତ ଭୁକ୍ତା,ଦିବ୍ୟରାଜ ସିଂଙ୍କୁ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବାମଣ୍ଡା ବ୍ରାହ୍ମଣ ସମାଜର ସମ୍ପାଦକ ଗୌରହରି ଷଢଙ୍ଗୀ,ଡ.ରାମ ଚନ୍ଦ୍ର ମହାପାତ୍ର,ପର୍ଶୁରାମ ବାହିନୀର ସଭାପତି ସତ୍ୟ ନାରାୟଣ ମିଶ୍ର,ସମ୍ପାଦକ ସୁରଞ୍ଜିତ ମହାପାତ୍ର,ସିଦ୍ଧେଶ୍ୱର ଗୁରୁ,ସରୋଜ ପାଢ଼ୀ,ଶିବାଶିଷ କର,ବିରେନ ନାୟକ,ଲଷ୍ମୀ ପାଣିଗ୍ରାହୀ,ବିକି ଦାଶ,ଅକ୍ଷୟମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading
    ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି

    ଆଜି ହାଇକୋର୍ଟରେ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଗତକାଲି ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏଜି ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ