କଂଗ୍ରେସ-ବିଜେଡି ଏକ ଅସାଧୁ ମେଣ୍ଟ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଜେଡିର ମେଣ୍ଟ ହେଉଛି ଏକ ଅସାଧୁ ମେଣ୍ଟ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, କୌଣସି ଅସାଧୁ ମେଣ୍ଟ ବିଜେପିକୁ ଅଟକାଇ ପାରିବ ନାହିଁ । ପଂଚାୟତ ନିର୍ବାଚନରେ ବିଜେପି ବିଜୟ ଯାତ୍ରାକୁ ବାଧା ଦେବା ପାଇଁ ଗୋଟେ ଅସାଧୁ, ଦୁର୍ନୀତିଗସ୍ତ ଏବଂ ସୁବିଧାବାଦୀ ଲୋକଙ୍କ ମେଣ୍ଟ ହେବାର ଯୋଜନା ଆରମ୍ଭ ହୋଇଛି । ଓଡିଶା ଲୋକ ବୁଝି ଗଲେଣି ଏମାନେ ଯେତେ ଅସାଧୁ ମେଣ୍ଟ କଲେ ଵି ବିଜେଡ଼ି କି କଂଗ୍ରେସ କିମ୍ବା ଅନ୍ୟ କେଉଁ ଦଳ ଏକଜୁଟ ହେଲେ ଵି, ଓଡିଶାବାସୀ ବିଜେପିକୁ ଆଶୀର୍ବାଦ କରିବେ ।
“ଆଗାମୀ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ବିଜୟ ହେବାକୁ ଯାଉଛି କ୍ଷ ବିଜେଡ଼ି-କଂଗ୍ରେସ ନେତା କହୁଛନ୍ତି, ସେମାନଙ୍କ ମେଣ୍ଟ ନ ହେଲେ ବିଜେପିକୁ ଅଟକାଇ ପାରିବେ ନାହିଁ । କିନ୍ତୁ ଏହି ବିଜୟ ଯାତ୍ରାକୁ ବାଧା ଦେବା ପାଇଁ ଗୋଟେ ଅସାଧୁ, ଦୁର୍ନୀତିଗସ୍ତ ଲୋକମାନଙ୍କର ମେଣ୍ଟ ଏବଂ ସୁବିଧାବାଦୀ ଲୋକଙ୍କ ମେଣ୍ଟ ହେବାର ଯୋଜନା ଆରମ୍ଭ ହୋଇଛି । ସେମାନଙ୍କ ମେଣ୍ଟ ହେଲେ ଵି ୪୦ ବର୍ଷର କଂଗ୍ରେସ ଶାସନ ଏବଂ ୨୪ ବର୍ଷ ଶାସନରେ ଓଡିଶାର କଣ ପ୍ରଗତି ହୋଇଛି । ଏପଟେ ଦୁଇ ବର୍ଷ ମଧ୍ୟରେ କଣ ବିକାଶ ହୋଇଛି । ସୁଭଦ୍ରା ଯୋଜନା, ଧାନରେ ଏମଏସପିରେ ଅଧିକ ୮୦୦ ଟଙ୍କା ପାଇଛନ୍ତି, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଗାଁ ଗାଁରେ ପର୍ୟ୍ୟପ୍ତ କାମ ହୋଇସାରିଛି । ସେଥିପାଇଁ ଓଡିଶା ଲୋକ ବୁଝି ଗଲେଣି । ଏମାନେ ଯେତେ ଅସାଧୁ ମେଣ୍ଟ କଲେ ଵି ବିଜେଡ଼ି କି କଂଗ୍ରେସ କିମ୍ବା ଅନ୍ୟ କେଉଁ ଦଳ ଏକଜୁଟ ହେଲେ ଵି, ଓଡିଶାବାସୀ ବିଜେପିକୁ ବିଜୟୀ କରାଇବେ । “

  • Related Posts

    bjp focus on gen-z ଜେନ ଜିଙ୍କୁ ସାଙ୍ଗରେ ଧରି ଆଗେଇବ ବିଜେପି

    ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଜେନ୍-ଜିଙ୍କୁ ନେଇ ଚର୍ଚ୍ଚା ଜୋର । ସବୁ ରାଜନୈତିକ ଦଳ ଜେନ-ଜିଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି କସରତ । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଗୋଟିଏ ପାଦ ଆଗକୁ ଯାଇ…

    Continue reading
    ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ

    ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍କୁ ନୂତନ ଭାବେ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ