କୋଟିଆ ପାଇଁ ସରକାର ସଂକଳ୍ପବଦ୍ଧ- ବିଜେପି

ଭୁବନେଶ୍ୱର: କୋଟିଆକୁ ନେଇ ପୁଣି ତେଜିଲା ରାଜନୈତିକ ଲଢ଼େଇ । ସୀମା ବିବାଦର ସମାଧାନ ହେଉନି, ଅନ୍ୟପଟେ ମୌଳିକ ସୁବିଧା ଓ ପ୍ରଶାସନିକ ଉପସ୍ଥିତିକୁ ନେଇ ଉଠୁଛି ପ୍ରଶ୍ନ ।”ରାଜ୍ୟ ସ୍ୱାର୍ଥ ସାଙ୍ଗରେ ଏ ସରକାର କୌଣସି ମତେ ସାଲିସ କରିବ ନାହିଁ l କୋଟିଆ ପାଇଁ ସରକାର ସଂକଳ୍ପବଦ୍ଧ, କୋଟିଆବାସୀ କିଭଳି ଭାବେ ସମସ୍ତ ମୌଳିକ ସୁବିଧା ପାଇବେ ଏବଂ ସେମାନେ ଓଡ଼ିଶାର ବାଉଣ୍ଡ୍ରି ଭିତରେ ରହିବେ, ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ l କଂଗ୍ରେସ ସମୟରୁ କୋଟିଆ ସମସ୍ୟା ରହିଆସିଛି, କିନ୍ତୁ ଏବେ କଂଗ୍ରେସ ନିଜେ ପ୍ରଶ୍ନ କରୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏ ବିଷୟରେ ବିସ୍ତୃତ ଭାବେ କହିଛନ୍ତି ଏବଂ ଆଗକୁ ମଧ୍ୟ କୋଟିଆ ଆମ ସାଙ୍ଗରେ ଥିଲା, ରହିଛି ଓ ରହିବ l ଆମ ମନ୍ତ୍ରୀ ବିଧାୟକ କୋଟିଆର ଗ୍ରାଉଣ୍ଡ ଜିରୋକୁ ଯାଇ କାମ କରନ୍ତି, ଆମେ ଦୂରେରେ ଥାଇକି ଅଫିସର ଲଗେଇ କାମ କରୁନାହୁଁ,” ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ l

କୋଟିଆରେ ରାଜନୈତିକ ଲଢ଼େଇ ନୂଆ ନୁହେଁ, କିନ୍ତୁ ପ୍ରତ୍ୟେକ ଥର ଏହି ବିବାଦ ତୀବ୍ର ହେଲେ ସାମ୍ନାକୁ ଆସେ ମୌଳିକ ସୁବିଧା, ପ୍ରଶାସନିକ ଉପସ୍ଥିତି ଓ ସୀମା ସୁରକ୍ଷାର ପ୍ରଶ୍ନ । କଂଗ୍ରେସର ଭୋଟ ବର୍ଜନ ଡାକରା ହେଉ କି ବିଜେଡି ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ, କୋଟିଆବାସୀଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ ହିଁ ହେବା ଉଚିତ୍ ମୁଖ୍ୟ ଲକ୍ଷ୍ୟ ।

  • Related Posts

    କୋଟିଆ ପ୍ରସଙ୍ଗରେ ଏକାଠି ହେଲେ ସବୁ ଦଳ

    ଭୁବନେଶ୍ୱର: ନିଜ ଦଖଲକୁ ନେବା ପାଇଁ ଆନ୍ଧ୍ର ଆଖେଇଥିବା ଓଡ଼ିଶାର କୋଟିଆ ପ୍ରସଙ୍ଗକୁ ନେଇ ବସିଲା ସର୍ବଦଳୀୟ ବୈଠକ। ଏକାଠି ହେଲେ ଓଡ଼ିଶାର ସବୁଦଳର ନେତା ଏବଂ ଅଧିକାରୀ। ବୈଠକରେ ଆଇନଶୃଙ୍ଖଳା ସହ ସୁରକ୍ଷା ଓ ଆନ୍ଧ୍ରର ନିର୍ବାଚନୀ ଉପରେ ଆଲୋଚନା…

    Continue reading
    ମୋଦୀଙ୍କୁ କଂଗ୍ରେସର ପାଲଟା ଜବାବ

    ନୂଆଦିଲ୍ଲୀ: ଚାରିଟି ରାଜ୍ୟର ବିଧାନ ପରିଷଦ (ଏମ୍‌ଏଲ୍‌ସି) ନିର୍ବାଚନ ଫଳାଫଳକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ କଟାକ୍ଷ କରିବା ପରେ ଏହାର ଜବାବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ