ଗରମରେ ନିଜକୁ ଏମିତ ସଜାନ୍ତୁ

ଏବେ ବାହାଘର ଋତୁ ଆରମ୍ଭ ହୋଇଯାଇଛି । ଏହାସହିତ ଟିକେଟିକେ ଗରବ ବି ଲାଗିଲାଣି । ବାହାଘରରେ ପୁରୁଷମାନେ କ’ଣ ପିନ୍ଧିବେ ବୋଲି ଚିନ୍ତା କରୁଥିବେ । ଏଥିପାଇଁ କେତେକ ଉପାୟ ମନେ ରଖନ୍ତୁ ।
ଖରାଦିନେ ଉଜ୍ଜ୍ୱଳ ରଙ୍ଗର ପୋଷାକ ବଦଳରେ କି୍ରମ, ଧଳା ଆଦି ହାଲକା ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହା ଆରାମ ଦାୟକ ହେବା ସହିତ ସୁନ୍ଦର ଦେଖାଯାଇଥାଏ । ଏହା ସହିତ ବ୍ଲେଜର ପିନ୍ଧିପାରିବେ ।
ପୋଷାକ ଅଧିକ ଟାଇଟ କିମ୍ବା ଢ଼ିଲା ହୋଇନଥିବା ଜରୁରୀ । ଟି’ସାର୍ଟ ଜିନ୍ସ ଆଦି ନ ପିନ୍ଧିବା ଭଲ ।
ଭାରତୀୟ ପାଶ୍ଚାତ୍ୟ ମିଶ୍ରିତ ଶୈଳୀର ପୋଷାକ ଏବେ ବେଶୀ ଚାଲୁଛି । ଏଥିରେ ହେଉଥିବା ଡିଜାଇନର କାମ ଯୋଗୁଁ ଏହା ରାଜକୀୟ ରୂପ ଦେଇଥାଏ ।
ଗରମ ବେଳେ ଲାଇନେନ ସାର୍ଟ ଏବଂ ସ୍ଲଟ ଆରାମ ଦାୟକ ତଥା ଭଲ ଦେଖାଯାଏ । ଧଳା, ଆକାଶିଆ ହାଲକା ହଳଦିଆ ରଙ୍ଗର ସାର୍ଟ ପିନ୍ଧିପାରିବେ ।
ପାଦରେ ଅଫିସିଆଲ ଜୋତା ବଦଳରେ ଲୋଫସ ଡିଜାଇନର ଜୋତା ପିନ୍ଧନ୍ତୁ ।

  • Related Posts

    ଖରାଦିନ ଆରମ୍ଭ :ଘରେ କିପରି ନିଜ ତ୍ବଚାର ଯତ୍ନ ନେଇହେବ ଆସନ୍ତୁ ଜାଣିବା

    ଖରାଦିନ ଆରମ୍ଭ ହୋଇଗଲାଣି। ଏଥିପାଇଁ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ହେବ। ବିଶେଷ କରି ଶରୀରରୁ ଯେପରି ଜଳୀୟଅଂଶ ନକମେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଏଥିସହିତ ଘରେ କିପରି ନିଜ ତ୍ବଚାର ଯତ୍ନ ନେଇହେବ ଆସନ୍ତୁ…

    Continue reading
    ଗରମ ଦିନେ ଏହିସବୁ କାରଣରୁ ବଢିଥାଏ ଓଜନ। କେମିତି ବଞ୍ଚିବେ ଏଥିରୁ?

    ଖରାଦିନେ ଏମିତି ଅନେକ ଭୁଲ୍‌ ଯୋଗୁଁ ଓଜନ ବଢ଼ିଥାଏ। ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍‌ ଫୁଡ୍‌ ଖାଆନ୍ତି। ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର