
ଦେବଗଡ: ଗଣେଶ ପୂଜା ଅବସରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଖିରି ବଣ୍ଟନ କରାଯାଇଥିଲା। ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ତିଲେଇବଣି ଏବିଇଓ ସୁଶାନ୍ତ କୁମାର ସାହୁ, ବିଭାଗୀୟ ଅଧିକାରୀ ପ୍ରଶାନ୍ତ ପ୍ରଧାନ, ସୁଜିତ ପାତ୍ର, ସୁଶାନ୍ତ ନନ୍ଦ, ଡୋଳାଧର ସ୍ୱାଇଁ, ସୁଧାଂଶୁ ପ୍ରଧାନ, ଭବାନୀକାନ୍ତ ପ୍ରଧାନ, ଘନଶ୍ୟାମ ବେହେରା, ସୌମିତ୍ରୀ ମହାପାତ୍ର, ଅକ୍ଷୟ କୁମାର ଗୁରୁ, ରୋମାଞ୍ଚଳ ବେହେରା, ସଞ୍ଜୟ ବ୍ରହ୍ମା, ରଞ୍ଜନ ବ୍ରହ୍ମା, ଗୋପବନ୍ଧୁ ପ୍ରଧାନ, ଭେନସ ପ୍ରଧାନ, ଉଦୟନାଥ ପ୍ରଧାନ, ଗୋପୀନାଥ ନନ୍ଦ, ବାତ୍ସଲ୍ୟ ବିଶ୍ୱାଳ, ପ୍ରଭାତ ମହାପାତ୍ର,ପଦ୍ମିନୀ ମହାପାତ୍ର, ତପନ କୁମାର ନାୟକ, ଲଷ୍ମୀ ଦେହୁରୀ,କୁମୁଦବନ୍ଧୁ ପୃଷ୍ଟି,ନେତ୍ରାନନ୍ଦ ବେହେରା, ସୁଶୀଲ ପରିଡା, ପ୍ରାଣବନ୍ଧୁ ଘଡ଼େଇଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।







