ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର ।

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ ଓ ଶେଷ ଫୋନକଲ୍ ସେମାନଙ୍କ ବୟଫ୍ରେଣ୍ଡଠାରୁ ଆସୁ, ଦିନର ଆରମ୍ଭ ଗୁଡ଼ମର୍ଣ୍ଣଂଗ ରୁ ଆରମ୍ଭହୋଇ ବିଛଣାକୁ ଯିବା ପୂର୍ବରୁ ଗୁଡ଼ ନାଇଟରେ ଶେଷହେବା ଦରକାର ।

କିଛିକିଛି ଝିଅଙ୍କର ଫଟୋ ଉଠାଇବା ସୌକଥାଏ । ଏହି ସୌକପାଇଁ ବିଭିନ୍ନ ଜାଗାରେ ଫଟୋ ଉଠାଇଥାନ୍ତି । ଗାର୍ଲଫ୍ରେଣ୍ଡଙ୍କ ସହ ଅଛନ୍ତି ମାନେ ଜମା ବିରକ୍ତି ପ୍ରକାଶ କରନ୍ତୁ ନାହିଁ ।

ଗାର୍ଲଫ୍ରେଣ୍ଡ ଚାହାଁନ୍ତି ନିଜର ବୟଫ୍ରେଣ୍ଡ ପ୍ୟାରସେ ପ୍ରଥମେ କିସ୍ କରିବା ଦରକାର । ଆପଣ ଗାର୍ଲଫ୍ରେଣ୍ଡକୁ ଖୁସିକରିବାକୁ ଗାଲରେ, କିମ୍ବା ଓଠରେ ପ୍ରଥମେ କିସ୍ କରନ୍ତୁ ।

ପିଲାଦିନ ଚାଲିଯାଇଥିଲେ ବି ଗାର୍ଲଫ୍ରେଣ୍ଡଙ୍କର ଡ଼ିମାଣ୍ଡଥାଏ ଟେଡ଼ି,ବେଲୁନ, ଚକୋଲେଟ ଇତ୍ୟାଦିଟ୍ଟ. ଖୁସି କରିବାକୁ ବେଳେବେଳେ ଏମିତି କିଛି ଉପହାର ଦିଅନ୍ତୁ । ଅନ୍ୟମାନଙ୍କ ଠାରୁ ପାଇବା ଓ ବୟଫ୍ରେଣ୍ଡଠାରୁ ପାଇବାର ଖୁସି ଅଧିକଥାଏ ।

ଗାର୍ଲଫ୍ରେଣ୍ଡଙ୍କର ବିବାହ ଓ ପିଲାଛୁଆ କଥାହେବାକୁ ଭାରି ପସନ୍ଦ କରିଥାନ୍ତି, ଏହିସବୁ କଥା ଗାର୍ଲଫ୍ରେଣ୍ଡ ଆରମ୍ଭକଲା ମାନେ ଏବାବଦରେ କଥା ହୁଅନ୍ତୁ, ବହୁତ ଖୁସିହେବ ।

ନିଜର ବୟଫ୍ରେଣ୍ଡ ସହ ଫେଭରିଟ୍ ଫିଲ୍ମ ଦେଖିବାକୁ ଗାର୍ଲଫ୍ରେଣ୍ଡ ପସନ୍ଦ କରିଥାନ୍ତି । ନୂଆ ସିନେମା ରିଲିଜହେଲା ମାନେ ଗାର୍ଲଫ୍ରେଣ୍ଡକୁ ସୋ ଯିବାକଥା କୁହନ୍ତୁ, ବହୁତ ଖୁସି ହୋଇଯିବ ।

ପ୍ରତ୍ୟେକ ପ୍ରେମିକା ଚାହାଁନ୍ତି ତାଙ୍କ ବୟଫ୍ରେଣ୍ଡ, ଜାନୁ, ଗେହ୍ଲୁ, ଧନ, ସୋନା ଡ଼ାକନ୍ତୁ ବୋଲିଟ୍ଟଆପଣ ବି ଆପଣଙ୍କ ଗାର୍ଲଫ୍ରେଣ୍ଡକୁ ଏହିସବୁ ସମ୍ଭୋଧନରେ ଡ଼ାକନ୍ତୁ ।

ଗାର୍ଲଫ୍ରେଣ୍ଡକୁ ଛୋଟଛୋଟ କଥାରେ ପ୍ରଂଶସା କରନ୍ତୁ, ଯାହାକହିବ ହଁ ମାରନ୍ତୁ । ଅନ୍ୟମାନଙ୍କ ଅପେକ୍ଷା

ବେଶୀ ସୁନ୍ଦରୀ ବୋଲି ନିଜର ଗାର୍ଲଫ୍ରେଣ୍ଡକୁ ପ୍ରଂଶସା କରନ୍ତୁ ।

ନିଜର ଗାର୍ଲଫ୍ରେଣ୍ଡକୁ ଭଲଭଲ ରେଷ୍ଟୁରାଣ୍ଟକୁ ନେଇ ଖାଇବାକୁ ଯାଆନ୍ତୁ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ