ବନ୍ଧା ହେଲେ ରସିକିଆ ପ୍ରଫେସର

ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ରାଜି ନହେବରୁ ଅଶ୍ଳୀଳ ଫଟୋ କରି ଭାଇରାଲ କରିଥିଲେ। କୋଲକାତା ହୁଗୁଳିର ଏହି ଅଧ୍ୟାପକ ଭୁବନେଶ୍ୱରରେ ରହି କାମ କରୁଥିଲେ। ଅଭିଯୁକ୍ତ ଅଧ୍ୟାପକ ଜଣକ ପଶୁ ଚିକିତ୍ସା ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟାପକ ଥିଲେ। ଅଭିଯୋଗକାରିଣୀ ଛାତ୍ରୀଙ୍କ ସହ ଅଭିଭାବକତ୍ୱର ଆଳ ଦେଖାଇ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କୁ ଦୀର୍ଘ ସମୟ ଧରି ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି।

  • Related Posts

    ଟ୍ରକ୍ ପଛରେ ପିଟିହୋଇ ୨ ମୃତ

    ବରଗଡ: ବର୍ଥଡେ ସେଲିବ୍ରେସନ ହେଲା କାଳ, ଟ୍ରକ୍ ପଛରେ ପିଟିହୋଇ ୨ ମୃତ l ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମୃତକ ହେଲେ ସମ୍ବଲପୁର ଜିଲ୍ଲାର ଗୋପବନ୍ଧୁ ପରିଡ଼ା…

    Continue reading
    ଟ୍ରକକୁ ପଛରୁ ପିଟିଲା ବାଇକ, ୨ମୃତ

    ଅତାବିରା: ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଡୁଙ୍ଗୁରିପଡାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ