ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ

ମମତାଙ୍କ ଗଡ଼ରେ ଶୁଭେନ୍ଦୁ ଅଧିକାରୀ କମାଲ୍‌ କରିଛନ୍ତି । ପଶ୍ଚିମବଙ୍ଗର ଭବାନୀପୁରରେ ମମତା ଏବେ ପ୍ରାରମ୍ଭିକ ରାଉଣ୍ଡ ଗଣତିରେ ପଛରେ ଅଛନ୍ତି । ଯାହାକି ମମତାଙ୍କୁ ଚିନ୍ତାରେ ପକାଇ ଦେଇଛି । ସେହିପରି ଟିଏମସିର ଗଡ଼ରେ ବି ବିଜେପିର ପ୍ରଦର୍ଶନ ମମତାଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।
ଅପରପକ୍ଷରେ ତାମିଲନାଡୁରେ ବଡ଼ ହଲଚଲ ସୃଷ୍ଟିହୋଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ପଛରେ ପକାଇ ଦେଇଛନ୍ତି ସୁପରଷ୍ଟାର ବିଜୟ । ନିର୍ବାଚନ ପୂର୍ବରୁ ପ୍ରତିକୂଳ ସ୍ଥିତିର ସାମ୍ନା କରୁଥିଲେ ବିଜୟ । ହେଲେ ତାମିଲନାଡୁର ଲୋକେ ଟିଭିକେକୁ ପସନ୍ଦ କରିଛନ୍ତି । ପ୍ରାରମ୍ଭିକ ଗଣତି ବେଳେ ଟିଭିକେ ୭୫ ଆସନରେ ଆଗୁଆ ଥିବା ଜଣାପଡ଼ିଛି । ଯେତେବେଳେକି ଡିଏମକେ ୬୮ ଆସନରେ ଆଗୁଆ ରହିଛି ।
ସେହିପରି ପଶ୍ଚିମବଙ୍ଗରେ କଡ଼ା ଟକ୍କର ଲାଗିରହିଛି । ବିଜେପି ୧୧୮ ଓ ଟିଏମସି ୧୦୭ ଆସନରେ ଆଗେଇଛି । ସେହିପରି କେରଳରେ ଏଲଡ଼ିଏଫ ଓ ୟୁଡ଼ିଏଫ ମଧ୍ୟରେ ବି କଡ଼ା ଲଢେ଼ଇ ଦେଖିବାକୁ ମିଳିଛି ।

  • Related Posts

    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading
    କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ: ଶୁଭାରମ୍ଭ କଲେ ପିସିସି ସଭାପତି

    ଭୁବନେଶ୍ୱର: କଂଗ୍ରେସ ଭବନଠାରେ ବିଭିନ୍ନ ଜିଲ୍ଲାରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ପାଇଁ କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଶୁଭାରମ୍ଭ ହୋଇଛି lପ୍ରଥମ ପର୍ଯାୟରେ ଖାଦ୍ୟ ପ୍ୟାକେଟ ବୋଝେଇ ଟ୍ରକଗୁଡିକୁ ଓପିସିସି ସଭାପତି ଭକ୍ତ ଚରଣ ଦାସ ଓଡିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ