ଶିଶୁମାନଙ୍କୁ ଫୁଙ୍କି ଫୁଙ୍କି ଖାଦ୍ୟ ଖୁଆଉଛନ୍ତି କି ? ସାବଧାନ୍ !!!

ଶିଶୁମାନଙ୍କର ଯତ୍ନ ନେବା କୌଣସି ସହଜ କଥା ନୁହେଁ। ବହୁ ସମୟରେ ଆମର କିଛି କାମ ଦ୍ଵାରା ଶିଶୁ ମାନଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଯେପରିକି ଶିଶୁମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ ଆମେ ଫୁଙ୍କି ଫୁଙ୍କି ତାଙ୍କୁ ଖାଦ୍ୟ ଖୁଆଇଥାଉ। ଖାଦ୍ୟ ଗରମ ହୋଇଥିବା କାରଣରୁ ଆମେ ଏଭଳି କରିଥାନ୍ତି। ହେଲେ ଆମେ କହି ରଖିବାକୁ ଚାହୁଁଛୁ କି ଏଭଳି କରିବା ଦ୍ଵାରା ଶିଶୁମାନଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

ଶିଶୁମାନଙ୍କୁ ଫୁଙ୍କି ଫୁଙ୍କି ଖାଦ୍ୟ ଖୁଆଇବା ଦ୍ଵାରା ସେମାନଙ୍କର ଦାନ୍ତ ଖରାପ ହୋଇଥାଏ। ଦାନ୍ତ ଉଠିବା ପୂର୍ବରୁ ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କାରଣ ଦାନ୍ତରେ ପୋକ ଲାଗିବା ପାଇଁ ଦାୟୀ ଥିବା ବ୍ୟାକ୍ଟେରିଆ ଜଣଙ୍କ ମୁହଁରୁ ଅନ୍ୟ ଜଣଙ୍କ ମୁହଁକୁ ବ୍ୟାପିଥାଏ। ଯଦି ଆପଣଙ୍କ ଦାନ୍ତରେ କ୍ୟାବେଟି ରହିଛି ଏବଂ ଆପଣ ଶିଶୁଙ୍କୁ ଫୁଙ୍କି ଖାଦ୍ୟ ଖୁଆଉଛନ୍ତି ତେବେ ଏହି ବ୍ୟାକ୍ଟେରିଆ ଶିଶୁମାନଙ୍କ ମୁହଁକୁ ଯାଇଥାଏ।

ଜନ୍ମ ସମୟରେ ଶିଶୁ ଷ୍ଟ୍ରୋଣ୍ଠୋକୋକସ୍ ମ୍ୟୁଟସନ୍ ସୃଷ୍ଟି କରୁଥିବା କ୍ୟାବିଟି ସମ୍ପର୍କରେ ଆସନ୍ତି ନାହିଁ। ଯେତେବେଳେ ଆପଣ ଖାଦ୍ୟକୁ ଫୁଙ୍କି ଶିଶୁମାନଙ୍କୁ ଖୁଆନ୍ତି ସେହି ସମୟରେ ଏହା ଖାଦ୍ୟରେ ଲାଖିଯାଏ। ଶିଶୁମାନେ ଏହି ବ୍ୟାକ୍ଟେରିଆ ସମ୍ପର୍କରେ ଆସିବା କ୍ଷଣି ଦାନ୍ତ ଉଠିବା ପୂର୍ବରୁ ଏହା ପ୍ଲାକ୍ ଜମିବା ଆରମ୍ଭ କରିଦିଏ। ଓ ପରେ ଶିଶୁମାନଙ୍କ ଦାନ୍ତରେ ପୋକ ଲାଗେ। ଏତଦ୍ ବ୍ୟତୀତ ଶିଶୁମାନଙ୍କ ଓଠରେ ଚୁମ୍ଵନ କଲେ ମଧୟ ଏଭଳି ରୋଗ ହୋଇଥାଏ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ