ହନୁମାନ ମନ୍ଦିରରୁ ୫୦ ଲକ୍ଷର ସମ୍ପତ୍ତି ଲୁଟ

ଛତ୍ରପୁର : ହନୁମାନ ମନ୍ଦିରରୁ ଚୋରି, ସୁନା ଅଳଙ୍କାର, ରୂପା ସମେତ ହୁଣ୍ଡିକୁ ଟେକିନେଲେ ଦୁର୍ବୃତ୍ତ । ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ । ଛତ୍ରପୁର ଥାନା ଅଧିନ କୁମାରବେଗପଲ୍ଲୀ ଗାଁରେ ଥିବା ହନୁମାନ ମନ୍ଦିରରୁ ସୁନା ଅଳଙ୍କାର, ସମେତ ହୁଣ୍ଡି, ରୂପା ଅଳଙ୍କାର ଚୋରି ହୋଇଛି । ଗତକାଲି ରାତିରେ ପୂଜକ ପୂଜା ସାରି ଘରକୁ ଯାଇଥିଲେ । ଆଜି ସକାଳୁ ମନ୍ଦିରକୁ ଆସି ଦେଖିଲା ବେଳକୁ ତାଲା ଭାଙ୍ଗି ଥିବାବେଳେ ହନୁମାନଙ୍କ ସୁନାର ଆଖିର, ସୁନାର ଚିତା, ରୂପାର ଗଦା, ପର୍ବତ, ରାମ, ଲକ୍ଷଣ, ସୀତାଙ୍କ ରୂପାର ବିଭିନ୍ନ ଅଳଙ୍କାର ଲୁଟି ନେବା ସହ ହୁଣ୍ଡିକୁ ଟେକି ନେଇଛନ୍ତି ଦୁର୍ବୃତ୍ତ ।

ଘଟଣାର ଖବର ପାଇ ପୁଲିସ ଆସି ତଦନ୍ତ କରିଛି । ଏପରିକି ମନ୍ଦିର ସିସିଟିଭି ଘଟଣାର ଦୃଶ୍ୟ କଏଦ ହୋଇଛି । ଦୁର୍ବୃତ୍ତମାନେ ମୁହଁ ଘୋଡାଇ ଏହି ଘଟଣା ଘଟେଇଛନ୍ତି । ହୁଣ୍ଡି ୭ ବର୍ଷ ହେଲା କଢ଼ା ଯାଇନାହିଁ ।

  • Related Posts

    ପିଆଜ ଦର ବୃଦ୍ଧି

    କଟକ: ଡାଲି, ତେଲ ,ଚାଉଳ, କଞ୍ଚା ପରିବା ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ଯେଉଁ ପିଆଜ ଦର ଗତ କିଛି ଦିନ ତଳେ ସ୍ୱାଭାବିକ ଥିଲା, ଏବେ ହଠାତ୍‌ ବୃଦ୍ଧି ପାଇଛି । ପୂର୍ବରୁ ପିଆଜ କିଲୋପ୍ରତି…

    Continue reading
    ଆଜିଠୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ

    ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଡ଼ି ପବନ ବହିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ପ୍ରବଳରୁ ଅତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ