୨୦୪ ଜିଏମ୍ଏପିଭିର ଭିତ୍ତିପ୍ରସ୍ତର, ଆଜି ଖୋର୍ଦ୍ଧାରେ ଶିଳାନ୍ୟାସ କରି​‌ବେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ୍ଏପିଭି) ଯୋଜନାରେ ସାମିଲ ହେବେ ଆଉ ୨୦୪ ସ୍କୁଲ । ଆଜି ଏହାର ପଡ଼ିବ ଭିତ୍ତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିବେ । ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

ରବିବାର ପୂର୍ବାହ୍ଣ ସାଢେ ୧୦ଟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁମାରବସ୍ତ ଗ୍ରାମକୁ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପ୍ ଚଳଚଞ୍ଚଳ ହୋଇଉଠିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ୧୩ ପ୍ଲାଟୁନ୍ ଫୋର୍ସଙ୍କ ସମେତ ୫୦ ବଛାବଛା ଅଫିସରଙ୍କୁ ମୁତୟନ କରାଯିବ ବୋଲି ଏଏସ୍ପି ଅନାଦି ଚରଣ ସେଠୀ ପ୍ରକାଶ କରିଛନ୍ତି ।

  • Related Posts

    ୨୨ ତାରିଖରୁ ୟୁଜିସି ନେଟ୍ ଆରମ୍ଭ

    ଭୁବନେଶ୍ୱର: ୟୁଜିସି ନେଟ୍ ୨୦୨୬ ପରୀକ୍ଷା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ୨୨ ତାରିଖରୁ ୩୦ ତାରିଖ ଯାଏ ପରୀକ୍ଷା ହେବ । ସିବିଟି ମୋଡ୍‌ରେ ପରୀକ୍ଷା ହେବ । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଏନ୍‌ଟିଏ ପକ୍ଷରୁ ପ୍ରକାଶ…

    Continue reading
    ରଥରେ ଛନ୍ଦା ଗୟଳ ମୋଡ଼ା ହୋଇ ଯୋକା ସ୍ଥାପନ ଶେଷ

    ପୁରୀ: ଗୟଳ ମୋଡ଼ା ପରେ ଶନିବାର ରଥରେ ଯୋକା ସ୍ଥାପନ ହୋଇଛି । ଯୋକାରେ ଖାପ କରି ୪ଟି ବିନ୍ଧ କରାଗଲା । ବିଶ୍ୱକର୍ମା ଓ ଭୋଇସେବକମାନେ ରଥରେ ଯୋକା ସ୍ଥାପନ କରିବା ପରେ ଓଝା ସେବକମାନେ ଯୋକା କଣ୍ଟା ରଥରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ