କମିଲା ସୁନା ଦାମ୍

ଭୁବନେଶ୍ୱର :ସର୍ବସାଧାରଣଙ୍କ ପାଇଁ ଆସିଲା ବଡ ଆଶ୍ୱସ୍ତି ଖବର। ଦୀର୍ଘ କିଛି ଦିନ ହେବ ଲଗାତାର ଶସ୍ତା ହେଉଛି ସୁନା। ଆଜି ଅର୍ଥାତ୍ ନଭେମ୍ବର ୧୩ରେ ମଧ୍ୟ ସୁନା ଦାମ୍ ହ୍ରାସ୍ ହୋଇଛି।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୮,୪୯୦ ଟଙ୍କା ରହିଛି।ଏଥିରେ୧୩୧୦ ଟଙ୍କା ଶସ୍ତା ହୋଇଛି।
୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୨୬, ୯୫୦ ଟଙ୍କା ରହିଛି। ଏଥିରେ ୧୨୦୦ ଟଙ୍କା ଶସ୍ତା ହୋଇଛି।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୩,୮୭୦ ଟଙ୍କା ରହିଛି। ଏଥିରେ ୯୮୦ ଟଙ୍କା ଶସ୍ତା ହୋଇଛି।
ସେହିପରି ଜଣାପଡ଼ିଛି ଯେ, ଲଗାତାର ୪ ଦିନରେ ୫,୬୦୦ ଟଙ୍କା କମିଛି ୨୨ କ୍ୟାରେଟ୍ ସୁନା। ୪ ଦିନରେ ୬୧୧୦ ଟଙ୍କା କମିଛି ୨୪ କ୍ୟାରେଟ ସୁନା ଦାମ୍।

  • Related Posts

    ଟ୍ରକକୁ ଧକ୍କା ଦେଲା ପଶ୍ଚିମବଙ୍ଗ ବସ, 16 ଆହତ

    ଯାଜପୁର: ବଡଚଣା ଓଭର ବ୍ରିଜ୍ ନିକଟରେ ଆଜି ସକାଳ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ 16…

    Continue reading
    ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା, ବଢ଼ିଲା ନ୍ୟାୟିକ କମିସନ୍‌ଙ୍କ କାର୍ଯ୍ୟକାଳ

    କଟକ: ଏସ୍‌ସିବି ମେଡିକାଲ୍ କଲେଜ ହସପିଟାଲର ଟ୍ରମା କେୟାର ଆଇସିୟୁରେ ଗତ ମାର୍ଚ୍ଚ ୧୬ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି