ଭିଜିଲାନ୍ସ ହାତରେ ଧରାପଡିଲେ ଧର୍ମଗଡ ଉପଜିଲ୍ଲାପାଳ

ଭବାନୀପାଟଣା: ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, ଆଇଏଏସ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଛି। ଜଣେ…

ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍‌ ବାହିନୀ ।…

ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ ନିଜର ବାଇକ୍‌ ରଖି…

ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ

ମୋହନା : ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ । ମୃତକ ହେଲେ ୬୦ ବର୍ଷ ବୟସ୍କା କାମ୍ବି ମଳିକ ।…

ବାକି ନଦେବାରୁ ହୋଟେଲ ମାଲିକଙ୍କୁ ଆକ୍ରମଣ

ଆନନ୍ଦପୁର : ହୋଟେଲ ମାଲିକକୁ ଆକ୍ରମଣ । ବାକି ନଦେବାରୁ ହୋଟେଲ୍‌ ମାଲିକକୁ ଏପରି ଆକ୍ରମଣ କରିଛନ୍ତି । ଯେଉଁଥିରେ ହୋଟେଲ୍‌ ମାଲିକ ସମେତ କିଛି କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ମାହାଙ୍ଗା: ବନ୍ଦ ଘରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁର ଏକ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି । ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ଘଟଣାସ୍ଥଳରେ ମାହାଙ୍ଗା ଥାନା…

ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼

ବାଙ୍କୀ: ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ମହଙ୍ଗା ଗୋପାଳପୁର ଗାଁରେ। ଏହି ଗାଁରେ ୩ଟି ବୋମାମାଡ଼ ହୋଇଛି। ଫଳରେ ଗାଁ ଧୂଆଁମୟ ହୋଇଯାଇଥିଲା। ବୋମାମାଡ଼ରେ ଭାଙ୍ଗିଲା ଘରର କବାଟ ଝରକା…

ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗଞ୍ଜାମ: ଦୁଇ ନାବାଳିକାଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯାଇଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ​କରାଯିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଘଟଣାଟି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ,…

ସିଏମଓ ଅଫିସ୍‍ ନାଁ କହି ଠକେଇ

ଭୁବନେଶ୍ୱର:: ସିଏମିଓ ଅଫିସ୍‍ ନାଁ କହି ଜଣେ ଇଞ୍ଜିନିୟରଙ୍କଠାରୁ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅନୁଗୁଳର ଜଣେ ଇଞ୍ଜିନିୟଙ୍କଠୁ ୨ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ଆସିଛି । ଅଭିଯୋଗ ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ…

ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ବନ୍ଧାଭୂଇଁ ପାଞ୍ଚୟତ ଭୀମକାଣ୍ଡ ଗ୍ରାମରେ ହତ୍ୟା। ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁଇ ଭାଇ। ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ପୁଲିସ। ଦୁଇ ଅଭିଯୁକ୍ତ ଫେରାର୍। ଗୁରୁବାର ବନ୍ଧାଭୂଇଁ…