ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର
ପୁରୀ: ପୁରୀର ସବ୍ ଡିଭିଜନାଲ୍ ଭେଟେରିନାରୀ ଅଫିସର(ଏସଡିଭିଓ)ଙ୍କ କାର୍ୟ୍ୟାଳୟରେ ନିଯୁକ୍ତ ସେକ୍ସନ୍ ଅଫିସର ମନୋଜ ମହାନ୍ତିଙ୍କୁ ଗୁରୁବାର ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଜଣେ କର୍ମଚାରୀଙ୍କଠାରୁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ଭିଜିଲାନ୍ସ ସୂଚନା ଅନୁଯାୟୀ, ସେ ନିମାପଡ଼ା…
ଶାଳୀକୁ ହାଣି ହତ୍ୟା କଲା ଭିଣୋଇ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଶାଳୀକୁ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ । ମୃତକ ଚଢେୟାପଲ୍ଲୀ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ ବୋଲି ଜଣାପଡିଛି । ଚଢ଼େୟା…
ସ୍କୁଟି ଡିକିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍
ବରଗଡ଼ : ଚାଷୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍ ଅଭିଯୋଗ । ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି । ସୂଚନାଯୋଗ୍ୟ…
ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଯୁବକ ଗିରଫ
ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତାଙ୍କୁ ହତ୍ୟା ଧମକ ଦେଇ ଜଣେ ଯୁବକ ଗିରଫ । ଟଙ୍କା ନଦେଲେ ହତ୍ୟା କରିବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ । କେନ୍ଦୁଝର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ…
୧୫ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ୨ ଗିରଫ
ବାଲେଶ୍ବର : ବାଲେଶ୍ବର ଜିଲା ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରୁ ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ ହୋଇଛି। ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ବର ମୋବାଇଲ ଅବକାରୀ ଥାନା ପକ୍ଷରୁ ଚନ୍ଦନେଶ୍ଵର ମାର୍କେଟରେ ମିଳିତ ଚଢ଼ାଉବେଳେ ଏହି ହେରୋଇନ୍ ଜବତ କରାଯାଇଛି। ଜବତ…
ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତ ସ୍ୱାମୀଙ୍କ ବୟସ ୩୫ ଏବଂ ତାଙ୍କ ନାମ କାଳିଆ ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ…
ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ବାଲି ମାଫିଆ
ଉଦଳା: ମାତିଲେ ମାଫିଆ । ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ । ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଗାଡ଼ି ଭାଙ୍ଗି ଚୁରମାର । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଘଟିଛି…
ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
ଭୁବନେଶ୍ୱର: ମୃତଦେହ ଛାଡି ପଳାଇଲା ସ୍ବାମୀ । ଏପରି ଏକ ଅଭାବନୀୟ ଖବର ଆସିଛି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ । ସ୍ତ୍ରୀର ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ଗୁପ୍ତେଶ୍ବର ବେହେରା ମୃତଦେହକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଆଉ ସେଠାରେ…
ଠକ ଗ୍ୟାଙ୍ଗ୍ର ୫ ଗିରଫ
ଭୁବନେଶ୍ବର: ପୋଲିସ କବଜାରେ ଠକ ଗ୍ୟାଙ୍ଗ। ଠକ ଗ୍ୟାଙ୍ଗ୍ର ୫ ଜଣକୁ ଗିରଫ କଲା ପୋଲିସ। ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି।ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ…
ବିସ୍ଫୋରକ ଭର୍ତ୍ତି ଦୁଇ ମିନି ଟ୍ରକ୍ ଜବତ
ରାଉରକେଲା: ବିସ୍ଫୋରକ ଲୁଟ୍ ଘଟଣାରେ ନୂଆ ଟ୍ବିଷ୍ଟ । ଆଜି ଧରାପଡ଼ିଛି ଦୁଇଟି ମିନି ଟ୍ରକରେ ଭର୍ତ୍ତି ବିସ୍ପୋରକ। ସୁନ୍ଦରଗଡ଼ ରଘୁନାଥପାଲି ଥାନା ବାଲୁଘାଟ ଜାତୀୟ ରାଜପଥର ରାଉରକେଲା ପିଉସ ପେଟ୍ରୋଲ ପମ୍ପରୁ ଏହାକୁ ଜବତ କରିଛି ରାଉରକେଲା ପୋଲିସର ସ୍ଵତନ୍ତ୍ର…