ଆଜି ବିଶ୍ୱ ଫଟୋଗ୍ରାଫି ଦିବସ’

ଭୁବନେଶ୍ୱର: ବିନା ଶବ୍ଦ, ବିନା ଭାଷାରେ ଯିଏ କଥା କୁହେ ସେ ହେଉଛି ଫଟୋ। ଏଇ ଫଟୋ ହିଁ ପୁରୁଣା ସ୍ମୃତିକୁ ସାଇତି ରଖିବାର ଏକ ଉତ୍କୃଷ୍ଟ ମାଧ୍ୟମ। ସମୟ ବିତିଯାଏ କିନ୍ତୁ ଅତୀତର ସାଥି ହୋଇ ରହିଯାଏ ଏଇ ଫଟୋ।…

Continue reading
ଅଷ୍ଟମ ପିଲା ପଢି ପାରିଲେନି ଇଂରାଜୀ

ବ୍ରହ୍ମପୁର: ଅଚାନକ ସ୍କୁଲ ପରିଦର୍ଶନ କରିଲେ ଗଞ୍ଜାମ ଜିଲ୍ଲାପାଳ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଇଂରାଜୀ ପଢିବା ପାଇଁ କହିଲେ । ହେଲେ ପଢି ପାରିଲେନି ପିଲା । ପଢିବା ତ ଦୂରର କଥା ଉଚ୍ଚାରଣ ବି କରିପାରିଲେନି । ଶେଷରେ…

Continue reading
ବକ୍ସ ଅଫିସରେ ଧମାଲ କରୁଛି ‘କୁଲି’, ୭୪ବର୍ଷ ବୟସରେ ବି ରଜନୀକାନ୍ତଙ୍କ ଦମଦାର ଆକ୍ସନ୍

ଭୁବନେଶ୍ବର,19।08: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି…

Continue reading
ଡାକ୍ତର ହେବେ ଆଦିମ ଜନଜାତି ସଂପ୍ରଦାୟର ପ୍ରଥମ ଝିଅ

ମାଲକାନାଗିରି: ବଣ ପାହାଡ ଘେରା ଅଂଚଳ । ଯୁଆଡେ ବି ଆଖି ବୁଲାଇଲେ ଖାଲି ପାହାଡ ଆଉ ପାହାଡ । ସବୁଜିମାରେ ପରିପୂର୍ଣ୍ଣ ପରିବେଶ । ଆଉ ପାହାଡ ଘେରା ଅଂଚଳର ଛାତି ଉପରେ ବସବାସ କରୁଛନ୍ତି ଆଦିମ ଜନଜାତି ଦିଦାୟୀ…

Continue reading
ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଆର୍ମଡ ପୋଲିସ ଏସ୍‌ଆଇ…

Continue reading
ଜାପାନର ସାକୁରା ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର, 14/08: ଓଡିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ବ କରିବେ । ଅଗଷ୍ଟ ୧୬ ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ…

Continue reading
ଐତିହାସିକ ଉପଲବ୍ଧି : ପୂର୍ବତଟ ରେଳପଥର ରେକର୍ଡ ସମୟରେ 100 MT ମାଲ ପରିବହନ

ଭୁବନେଶ୍ୱର:ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିଛି, ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍ (MT) ମାଲ ପରିବହନ ରେକର୍ଡ ହାସଲ କରିଛି, ଯାହା ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ…

Continue reading
୧୦୦ ବର୍ଷ ହେଲାଣି ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 13/08: ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ…

Continue reading
୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ ଅଧାପାନ୍ତରିଆ କାମ ଫଳରେ ଭକ୍ତମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି…

Continue reading
ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ

ନାରାୟଣପାଟଣା : ପୁଣି ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ଚିଡି ବାଲସା ଗାଁରେ ପୁଣି ଜଣେ ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ। ହଳ ଲଙ୍ଗଳ ପକାଇ ପୁରା ଗାଁରେ ବୁଲାଇଛନ୍ତି। ସମ୍ପର୍କୀୟ ଭାଇ ଭଉଣୀ ବାହା ହୋଇଥିବା ଅଭିଯୋଗ କରି…

Continue reading