ପ୍ରୋଟିନର ସର୍ବୋତ୍ତମ ଉତ୍ସ ‘କୋଳଥ ଡାଲି’ ; କୋଷ୍ଠକାଠିନ୍ୟ ଦୂର କରେ

ଆଜିକାଲି, ଏକ ନୂତନ ଖାଦ୍ୟ କିମ୍ବା ଏକ ନୂତନ “ସୁପରଫୁଡ୍” ଟ୍ରେଣ୍ଡିଂ ହେଉଛି। ଏଗୁଡ଼ିକ ସୋସିଆଲ ମିଡିଆରେ ମଧ୍ୟ ସବୁଠାରୁ ଅଧିକ ଦେଖାଯାଉଛି। ତେଣୁ, ଆମ ରୋଷେଇ ଘରରୁ ଅନେକ ପୁରୁଣା ଏବଂ ସୁସ୍ଥ ଜିନିଷ ଧୀରେ ଧୀରେ ପଛରେ ପଡ଼ିଗଲାଣି।…

Continue reading
ଏସବୁ ସ୍ଵାସ୍ଥ୍ୟ ସମସ୍ୟା ଥିଲେ, ଆଦୌ ଖାଆନ୍ତୁନି ତରଭୁଜ….

ପାଖେଇ ଆସୁଛି ଗ୍ରୀଷ୍ମ ଋତୁ। ଖରାଦିନେ ସାଧାରଣତଃ ଅଧିକାଂଶ ଲୋକ ତରଭୁଜ ଖାଇବାକୁ ଭଲ ପାଆନ୍ତି। ଏଥିଲାଗି ବଜାରରେ ମଧ୍ୟ ତରଭୁଜ ପ୍ରଚୁର ମାତ୍ରାରେ ଉପଲବ୍ଧ ରହେ। ତରଭୁଜରେ ଅନେକ ଆବଶ୍ୟକୀୟ ଖଣିଜ ପଦାର୍ଥରେ ଭରପୂର। ଯାହା ସ୍ୱାସ୍ଥ୍ୟ ପାଇଁ ଭଲ…

Continue reading
ଦିନକୁ କେତେ କପ୍ ଚା’ ପିଇବା ସୁରକ୍ଷିତ ? ବାରମ୍ବାର ପିଉଥିଲେ ହୋଇଯାନ୍ତୁ ସାବଧାନ୍

ଏମିତି ଅନେକ ଲୋକ ଅଛନ୍ତି , କପେ ଚା ରୁ ସେମାନଙ୍କ ଦିନ ଆରମ୍ଭ ହୁଏ। କିନ୍ତୁ ଆମେ ଜାଣିପାରୁନାହୁଁ ଯେ ଏହି ଅଭ୍ୟାସ କେତେବେଳେ ଦୁଇ କପ୍ ରୁ ତିନି କପ୍, ତାପରେ ଚାରି କପ୍ ହୁଏ। ଅତ୍ୟଧିକ ଚା…

Continue reading
ଖରାଦିନର ଖାଦ୍ୟ

ଖରାଦିନରେ ଥକ୍କି ପଡୁଛନ୍ତି କି? ଏଥିରୁ ମୁକ୍ତି ପାଇଁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ। ନଚେତ ନାନା ରୋଗର ଶିକାର ହେବା ସମ୍ଭାବନା ଥାଏ। ଜାଣନ୍ତୁ ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭଦାୟକ ହେବା ସହ ଶକ୍ତି…

Continue reading
ଓସ୍କାର ୨୦୨୬: ‘ୱାନ୍ ବ୍ୟାଟେଲ୍ ଆଫ୍ଟର ​​ଆନାଦର୍’ ସମସ୍ତଙ୍କୁ ପଛରେ ପକାଇଲା

ଲସ୍ ଆଞ୍ଜେଲସ୍‌: ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ୯୮ତମ ଓସ୍କାର ବିଜେତାମାନଙ୍କର ନାମ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ ଆମେରିକାର ଲସ୍ ଆଞ୍ଜେଲସ୍‌ର ଡଲ୍ବି ଥିଏଟରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଚଳଚ୍ଚିତ୍ର…

Continue reading
୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

କର୍ଣ୍ଣାଟକ:୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ କର୍ଣ୍ଣାଟକରେ ସୋସିଆଲ ମିଡିଆ ବ୍ୟାନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଚଳିତ ବର୍ଷ ରାଜ୍ୟରେ ବଜେଟ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି।…

Continue reading
ପଦ୍ମଶ୍ରୀ ହରିହରନଙ୍କ ଗଜଲରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର, ୦୫ ମାର୍ଚ୍ଚ, ୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ…

Continue reading
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୦୫/୦୩/୨୦୨୬:ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ । ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର…

Continue reading
ପାରାଦୀପରେ ହାଇଜିନିକ୍ ମାଛ ବଜାର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ପ୍ରସ୍ତାବ

ଭୁବନେଶ୍ବର: ପାରାଦୀପ ନିର୍ବାଚନ ମଣ୍ଡଳୀରେ ମାଛ ଚାଷୀ ଓ ଖାଉଟିଙ୍କ ସୁବିଧା ପାଇଁ ଏକ ଅତ୍ୟାଧୁନିକ ତଥା ସ୍ୱଚ୍ଛ ମାଛ ବଜାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପାରାଦୀପ ବିଧାୟକ…

Continue reading
ଖାମେନେଇଙ୍କ ମୃତ୍ୟୁରେ ଅର୍ଦ୍ଧନମିତ ହେଲା ପତାକା

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁରେ ଭାରତ ଶୋକ ପ୍ରକାଶ କରିଛି। ଅଲି ଖାମେନିଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଥିବା ଇରାନ ଦୂତାବାସ ଏହାର ପତାକା ଅର୍ଦ୍ଧନମିତ କରିଛି। ଇସ୍ରାଏଲ ଏବଂ ଆମେରିକାରେ ହୋଇଥିବା ଆକ୍ରମଣରେ ତାଙ୍କର…

Continue reading