୬ ଓ୍ବିକେଟରେ ହାରିଲା ପାକିସ୍ତାନ

ଦୁବାଇ : ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ପାକିସ୍ତାନର ସ୍ବପ୍ନ ଧୁଳିସାତ୍ ହୋଇଛି । ଭାରତ ବିପକ୍ଷରେ ପାକିସ୍ତାନକୁ ହାର୍ ସ୍ବୀକାର କରିବାକୁ ପଡିଛି । ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ପାକିସ୍ତାନ ଭାରତ ବିରୁଦ୍ଧରେ ଟସ୍…

Continue reading
ଓସିଏର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି

କଟକ: ଓସିଏ ପାଇଲା ନୂଆ ସଭାପତି । ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ନିର୍ବାଚନରେ ନିର୍ଦ୍ୱନ୍ଦରେ ପଙ୍କଜଙ୍କ ନାମରେ ମୋହର ବାଜିଛି । ଆଗାମୀ…

Continue reading
ଚମ୍ପିଆନ୍‌ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଦୁବାଇ : ଚଳିତ ଚମ୍ପିଆନ୍‌ସ ଟ୍ରଫିର ଯେଉଁ ମ୍ୟାଚ୍‌କୁ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ଅପେକ୍ଷା କରିଛନ୍ତି। ତାହା ଦୁବାଇରେ ଆଜି ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍‌ ‘ଏ’ର ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ…

Continue reading
ଚମ୍ପିଆନ୍‌ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା

ଲାହୋର : ଚଳିତ ଚମ୍ପିଆନ୍‌ସ ଟ୍ରଫିରେ ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ​‌ରେ ମୁକାବିଲା ହେବ। ଗ୍ରୁପ୍ ‘ବି’ରେ ଉଭୟ ଦଳଙ୍କର ଏହା ପ୍ରଥମ ମ୍ୟାଚ୍‌। ଅଷ୍ଟ୍ରେଲିଆ ୨ ଥର ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ…

Continue reading
ଚାମ୍ପିୟନ୍ସ ଟ୍ରଫି: ବାଂଲାଦେଶକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ : ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମୁକାବିଲାରେ ଭାରତ ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୮ ରନ୍ କରିଥିଲା । ଭାରତ ୪୬.୩ ଓଭରରେ ୪ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଛି ।…

Continue reading
ଆଇସିସି ରାଙ୍କିଙ୍ଗ:ପ୍ରଥମ ସ୍ଥାନରେ ଶୁଭମନ ଗିଲ୍

ନୂଆଦିଲ୍ଲୀ: ଆଇସିସି ରାଙ୍କିଙ୍ଗରେ ପାକିସ୍ତାନର ଟପ୍ ବ୍ୟାଟର ବାବର ଆଜମଙ୍କୁ ଚିତ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ । ଦିନିକିଆ କ୍ରିକେଟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗିଲଙ୍କ ଏହି ସଫଳତା ଭାରତ ପାଇଁ…

Continue reading
ଚମ୍ପିଆନ୍‌ସ ଟ୍ରଫି: ଆଜି ଭାରତ-ବାଂଲାଦେଶ ମୁକାବିଲା

ଦୁବାଇ : ଚମ୍ପିଆନ୍‌ସ ଟ୍ରଫିର ୯ମ ସଂସ୍କରଣରେ ଆଜି ଅଭିଯାନ ଆରମ୍ଭ କରିବାକୁ ଯାଉଛି ୨ ଥର ଚମ୍ପିଆନ୍ ଭାରତ। ଗ୍ରୁପ୍ ‘ଏ’ର ଲିଗ୍‌ ମ୍ୟାଚ୍‌ରେ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ। ଚମ୍ପିଆନ୍‌ସ ଟ୍ରଫିର ଫର୍ମାଟ ଏପରି ଯେ ପ୍ରତି…

Continue reading
ଆଜିଠୁ ଚମ୍ପିଆନ୍‌ସ ଟ୍ରଫି

କରାଚି: ବୁଧବାରଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୦୧୭ରେ ଶେଷଥର ଚମ୍ପିଆନ୍‌ସ ଟ୍ରଫି ଖେଳା ଯାଇଥିବା…

Continue reading
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ନୂଆ ସଭାପତି

କଟକ: ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି । ଖାଲି ପଡ଼ିଥିବା ସଭାପତି ପଦ ପାଇଁ ସେ ଏକାକୀ ନାମାଙ୍କନ ଦାଖଲ କରିଥିଲେ । ତାହା ଭ୍ୟାଲିଡ୍ ବି ରହିଥିଲା । ଆଉ କେହି ନାମାଙ୍କନ…

Continue reading
ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ପାଇବ ୧୯.୪୬ କୋଟି ଟଙ୍କା

ଦୁବାଇ: ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫିର ୯ମ ସଂସ୍କରଣ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ୨୦୧୭ରେ ଶେଷଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହୋଇଥିଲା ଓ ପୁରସ୍କାର ରାଶି ୨୮.୮୮ କୋଟି ଅର୍ଥାତ୍‌ ପାଖାପାଖି ୨୯…

Continue reading