ଆଜି ୨ୟ ଟି୨୦; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

ରାୟପୁର: ବିଶ୍ବ ଚମ୍ପିଆନ୍‌ ତଥା ବିଶ୍ବର ୧ନଂ ଟ୍ବେଣ୍ଟି୨୦ ଦଳ ଭାରତ ନାଗପୁର ମ୍ୟାଚ୍‌ରେ ତା’ର ଶକ୍ତି ପ୍ରଦର୍ଶନ କରିଛି। ଏକତରଫା ଭାବେ ଏହି ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ବିପକ୍ଷ ୫-ମ୍ୟାଚ୍‌ର ଟି୨୦ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି। ନାଗପୁରରେ…

Continue reading
ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କୃତିତ୍ବ: ଖୋ-ଖୋରେ ଉପବିଜେତା ଓଡ଼ିଶା

ଭୁବନେଶ୍ବର :୬୯ ତମ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ସଫଳତା । ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି । ଏକାକାଳୀନ ଝାଡଖଣ୍ଡସ୍ଥିତ ରାଞ୍ଚି, ପଶ୍ଚିମବଙ୍ଗସ୍ଥିତ କୋଲକାତା, ରାଜସ୍ଥାନର…

Continue reading
ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡକୁ ୪୮ ରନ୍ ରେ ହରାଇଲା ଭାରତ

ନୂଆଦିଲ୍ଲୀ: ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଜିତିଲା ଟିମ୍ ଇଣ୍ଡିଆ । ସୀମିତ କୋଡିଏ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା…

Continue reading
ଭାରତରେ ନ୍ୟୁଜିଲାଣ୍ଡର ଐତିହାସିକ ସିରିଜ ବିଜୟ

ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଭାରତରେ ନ୍ୟୁଜିଲାଣ୍ଡର ଏକ ଐତିହାସିକ ସିରିଜ ବିଜୟ। ତେବେ ଏହି ପରାଜୟ ଭାରତୀୟ ଦଳର ଦୁର୍ବଳତାକୁ ପଦାରେ ପକାଇଦେଇଥିବାବେଳେ କେତେକ କ୍ଷେତ୍ରରେ ଆଶା ସଂଚାର କରିଛି। ଭାରତୀୟ ଦଳର…

Continue reading
ପ୍ରୀତିସ୍ମିତା, କାଳୁଚରଣ, ଏମ୍‌ଜିଏମ୍‌କୁ ‘ଓସ୍‌ଜା’ ପୁରସ୍କାର

ଭୁବନେଶ୍ୱର : -ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମ୍‌ଜିଏମ୍‌ ଗ୍ରୁପ୍‌କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର…

Continue reading
ଆଜି ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ୩ୟ ଦିନିକିଆ

ଇାନ୍ଦୋର: ଭାରତ ମାଟିରେ କ୍ରମାଗତ ୮ଟି ଦିନିକିଆ ମ୍ୟାଚ୍‌ ହାରିବା ପରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଭାରତ ପ୍ରଥମ ଓ ନ୍ୟୁଜିଲାଣ୍ଡ ୨ୟ ଦିନିକିଆ ଜିତିଥିଲା। ଫଳରେ ୩-ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ରହିଛି। ରବିବାର ହୋଲ୍‌କାର ଷ୍ଟାଡିୟମ୍‌ରେ ଶୃଙ୍ଖଳା ନିର୍ଣ୍ଣାୟକ…

Continue reading
ମହିଳା ପ୍ରିମିୟର ଲିଗ୍ : ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ-ୟୁପି ୱାରିୟର୍ସ ଲଢ଼େଇ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ପଞ୍ଚମ ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ସାମ୍ନାସାମ୍ନି ହେବେ । ଡିୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଅଭିଯାନ…

Continue reading
ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇଲା ଭାରତ

ଭଦୋଦରା:ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିିକିଆ ମ୍ୟାଚ୍ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଚାରି ୱିକେଟରେ ପରାସ୍ତ କରିଛି। ଏହା ୨୦୨୬ ମସିହାରେ ଭାରତର ପ୍ରଥମ ବିଜୟ।ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୩୦୦ ରନ୍ କରିଥିଲା। ଜବାବରେ ଭାରତ ୪୯ତମ ଓଭରରେ ଆଉ ଚାରି ୱିକେଟ୍…

Continue reading
ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ବାଦ ପଡ଼ିଲେ ଋଷଭ ପନ୍ତ

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ଗୁଜରାଟର ବଡ଼ୋଦରାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ ମେନ୍ ଇନ ବ୍ଲୁ ଓ ଟିମ୍ ବ୍ଲାକ କ୍ୟାପ୍। ଶୁବମନ୍ ଗିଲଙ୍କ ନେତୃତ୍ବରେ ଘରୋଇ ପରିବେଶରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ…

Continue reading
ଆଜି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍

ଭଦୋଦରା: ଗୁଜରାଟର ଭଦୋଦରାସ୍ଥିତ କୋଟାମ୍ବି ଷ୍ଟାଡିୟମରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚରେ ବିଜୟ ସହ ଭାରତ ନୂଆ ବର୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ। ଏହି ମ୍ୟାଚରେ ଭାରତର ଦୁଇ ତାରକା…

Continue reading