ନବ ଦାସ ହତ୍ୟା ମାମଲା: ପୁଣି କ୍ରାଇମବ୍ରାଞ୍ଚର ତନାଘନା

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ୍ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ପର୍ୟ୍ୟାୟରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରାଉଚରା ଆରମ୍ଭ କରିଛି।ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ…

ଲୁଟିନେଲେ ୨୦ଭରି ସୁନା

ରାୟଗଡା : ରାୟଗଡା ଟାଉନ ଥାନା ନିୟୁ କଲୋନୀରେ ରହୁଥିବା ବ୍ୟବସାୟୀ ସୁବ୍ରତ ପତିଙ୍କ ଘରୁ ଲୁଟ୍‍ ହୋଇଛି । ବିଳମ୍ବିତ ରାତିରେ ଘରର କବାଟ ତାଡି ନଗଦ ୧୦ଲକ୍ଷ ଟଙ୍କା ସହିତ ୨୦ଭଳି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ…

ବିସ୍ଫୋରକ ଲୁଟ୍‍; ତଦନ୍ତ ପାଇଁ ଏସ୍‍ଆଇଟି ଗଠନ

ରାଉରକେଲା: ୪ଟନ୍‍ ବିସ୍ଫୋରକ ଲୁଟ୍‍ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହେବ । ଏନେଇ ରାଉରକେଲା ଏସପି ନିତେଶ ୱାଧୱାନି ସୂଚନା ଦେଇଛନ୍ତି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯିବା ବେଳେ ସେଥିରେ ୪ଜଣ ସଦସ୍ୟ ରହିବେ…

ଘରୁ ୨.୧କୋଟି ଠାବ: ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‍ । କୋଟିପତି ବାବୁଙ୍କ ଘରେ ଟଙ୍କା…

ହାର୍ଡକୋର ମାଓବାଦୀ ହିଡମା ଗିରଫ

କୋରାପୁଟ: ଓଡିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶରେ ମାଓ କାର୍ଯ୍ୟକଳାପକୁ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା । ଗିରଫ ହେଲା ହାର୍ଡକୋର ମାଓବାଦୀ ହିଡମା । ମାଓବାଦୀ ହିଡମା କୁଞ୍ଜମ ଓରଫ ମୋହନ ଗିରଫ । ମୋହନଙ୍କୁ ଗିରଫ କଲା କୋରାପୁଟ ପୋଲିସ…

ଦେଢ଼ ଲକ୍ଷ ଟଂକା ଧରି ଗାଡ଼ିରେ ଯାଉଥିଲେ, ଧରିଲା ଭିଜିଲାନ୍ସ

ରାୟଗଡ଼ା: ଦେଢ଼ ଲକ୍ଷ ଟଂକା ଧରି ଗାଡ଼ିରେ ଯାଉଥିଲେ । ଧରିଲା ଭିଜିଲାନ୍ସ । ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ । ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଦୁଇଟି ଟିମ୍ କରୁଛନ୍ତି…

ମା’କୁ କୋଦାଳରେ ହାଣି ମାରିଲା ପୁଅ

ପୁରୀ : ନିଶାସକ୍ତ ପୁଅର ନୃଶଂସ କାଣ୍ଡ। ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ହତ୍ୟା କଲା ପୁଅ। ଗୁରୁବାର ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ପୁଅକୁ…

୧ କୋଟି ୮ ଲକ୍ଷ ଟଙ୍କା ଠକାମି: ଦୁଇ ସାଇବର ଠକ ଗିରଫ

ଭୁବନେଶ୍ୱର, : ଅନଲାଇନ ଗେମରେ କ୍ରିକେଟ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍…

ମୋତେ ମିଡିଆ ଟ୍ରାଏଲ କରାଯାଇଛି

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ତେବେ ପୁଞ୍ଜିଲାଲ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଭୁଲ୍ ତଥ୍ୟ ଦେଇ…

ସ୍ୱାମୀଙ୍କୁ ହତ୍ୟା ସ୍ତ୍ରୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ସାହିରେ ସ୍ୱାମୀଙ୍କୁ ମାରଣାସ୍ତ୍ର‌ରେ ଚୋଟ ପକାଇବା ପରେ ଇଟାରେ ଛେଚି ବିଭତ୍ସ ଭାବେ ହତ୍ୟା କରିଛନ୍ତି ସ୍ତ୍ରୀ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି ଘଟଣା ଘଟଇଥିବା ସ୍ତ୍ରୀ…