ଭୁଲ୍ ହେଲା ଏକଜିଟ୍ ପୋଲ୍
ପୁଣିଥରେ ଏକଜିଟ୍ ପୋଲ୍ ଭୁଲ ସାବ୍ୟସ୍ତ ହୋଇଛି । ମହାରାଷ୍ଟ୍ରରେ ମହାୟୁତି ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଥିଲା । ତେବେ ଏମଭିଏ ମେଣ୍ଟ ଶହେ ଛୁଇଁବ ବୋଲି ମଧ୍ୟ କୁହାଯାଉଥିଲା । କିନ୍ତୁ ସେଭଳି କିଛି ହୋଇନାହିଁ…