ଜାତୀୟ ସୁରକ୍ଷା ବର୍ଗରେ ସାମିଲ ହେଲା ଶକ୍ତି ତଥ୍ୟ

ନୂଆଦିଲ୍ଲୀ,୧୯/୦୩/୨୦୨୬: ଦେଶରେ ତୈଳ ଏବଂ ଗ୍ୟାସ ବ୍ୟବସାୟ ଶୃଙ୍ଖଳରେ ଥିବା ସମସ୍ତ ସଂସ୍ଥା ବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ ନି‌ର୍ଦ୍ଦେଶ ଦିଆଯାଇଛି। ଯୋଗାଣ ବ୍ୟବସ୍ଥା ଉପରେ ନିରୀକ୍ଷଣକୁ କଡ଼ାକଡ଼ି କରିବା ଲକ୍ଷ୍ୟରେ ସରକାର ଏହା କରିଛନ୍ତି। ତୈଳ ମନ୍ତ୍ରାଳୟ ପକ୍ଷରୁ…

Continue reading