କଳିଙ୍ଗ ଷ୍ଟାଡିୟମ୍ରେ ହେବ ୨୦୨୮ ବିଶ୍ବ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତା
ଭୁବନେଶ୍ବର,୧୯।୦୩।୨୦୨୬: କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ହେବାର ମାତ୍ର ୫ ଦିନ ପୂର୍ବରୁ ଓଡ଼ିଶା କ୍ରୀଡ଼ାକୁ ଆଉ ଏକ ବଡ଼ ଖୁସି ଖବର ମିଳିଛି। ୨୦୨୮ ବିଶ୍ବ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଅଧିକାର ଭାରତକୁ…


