କନେଷ୍ଟବଳ ପୋଡ଼ି ମାମଲା: ସାମ୍ନାକୁ ଆସିଲା ଆଶୁତୋଷଙ୍କ ଜାମିନ ଅର୍ଡର୍ କପି

ବ୍ରହ୍ମପୁର :ବ୍ରହ୍ମପୁର ଏମ୍ ଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ମାମଲାରେ ବଡ଼ ଅପଡେଟ୍। ଯୌତୁକ ନିର୍ଯାତନା ଏବଂ ଗର୍ଭ ନଷ୍ଟ ଅଭିଯୋଗ ମାମଲାର ଜାମିନ ଅର୍ଡର୍ କପି ସାମ୍ନାକୁ ଆସିଛି। ଯେଉଁଥିରେ ବ୍ରହ୍ମପୁର ସ୍ଥିତ ସେସନ୍ ଜଜଙ୍କ କୋର୍ଟ ଦର୍ଶାଇଛନ୍ତି, ଅଭିଯୋଗ ନେଇ ସେଭଳି ଠୋସ୍ ପ୍ରମାଣ ମିଳିନାହିଁ।

ଆଶୁତୋଷଙ୍କ ପତ୍ନୀ ସଂଧ୍ୟାଙ୍କ ଶରୀରରେ ଯେଉଁ ସବୁ କ୍ଷତ କିମ୍ବା ଦାଗ ରହିଛି, ତାହା ସାମାନ୍ୟ। ଏହାଦ୍ବାରା ଗର୍ଭ ଉପରେ ପ୍ରଭାବ ପଡ଼ିଲା ଭଳି କୌଣସି କାରଣ ନାହିଁ ବୋଲି ଜାମିନ ଅର୍ଡର୍ କପିରେ ଦର୍ଶାଯାଇଛି। ତେବେ ଆଶୁତୋଷଙ୍କ ଭଉଣୀଙ୍କ କହିବା କଥା, ମାମଲାର ସିବିଆଇ ତଦନ୍ତ କରିବା ସହ ପରିବାରକୁ ନ୍ୟାୟ ଦିଆଯାଉ। ଏନେଇ ସଂଧ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

  • Related Posts

    ସ୍ୱାମୀ ଲକ୍ଷ୍ମଣାନନ୍ଦ କମିସନ୍‌ ରିପୋର୍ଟ ହଜିବା ଦୁର୍ଭାଗ୍ୟଜନକ ଘଟଣା :ଜଷ୍ଟିସ ଏ.ଏସ୍‌ ନାଇଡୁ

    ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ…

    Continue reading
    ଥାର୍ଡ ଡିଗ୍ରୀ : ୨ ଅବକାରୀ ଅଧିକାରୀ ନିଲମ୍ବିତ

    କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ