ବିଜୁ ବାବୁଙ୍କ ଲିଗାସୀକୁ ନେଇ ଏହା କହିଲେ ଭୂପିନ୍ଦର

ଭୁବନେଶ୍ୱର: ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ ବିଜୁ ବାବୁଙ୍କ ଲିଗାସୀ କୁ ନେଇ ମନ୍ତ୍ୟବ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଆସନ୍ତା ସମୟରେ ଦଳ ଗଠନ ହେବାକୁ ଯାଉଛି ,ସମୟ ଲାଗିବ । ଓଡ଼ିଶା ରାଜନୀତିରେ ୩ ଦଳ ଗଣାଯାଉଛି । ରାଜ୍ୟସଭା ନିର୍ବାଚନ ପରେ ପରିସ୍ଥିତି ସୃଷ୍ଟି ହୋଇଛି ବିଜୁ ଲିଗାସୀ । ଓଡ଼ିଶା ଭିତରେ ବିଜୁଙ୍କୁ ସୀମିତ ରଖିବାର ନଥିଲା । ରାଜନୈତିକ ଷ୍ଟେଜ ଭାବରେ ନିଆଯିବ କି ନାହିଁ ସ୍ପଷ୍ଟ ହୋଇନାହିଁ । ବିଜୁ ଲିଗାସୀର କାହିଁକି ଆବଶ୍ୟକ ପଡିଲା । ବିଜୁ ବାବୁଙ୍କୁ ବିଜେଡି ଭୁଲିଗଲା କିଛି ବିଜେଡି ନେତା ବାହାରେ କହିପାରିନାହାନ୍ତି ମତେ କହିଲେ । ୨୦୨୪ ନିର୍ବାଚନ ରେ ବିଜେଡି ପୋଷ୍ଟରରେ ବିଜୁ ରହିଲେନି ଲୋକେ କହୁଛନ୍ତି । ସମସ୍ତେ ଚାଁହୁଚନ୍ତି ନବୀନ ବାବୁ ସବୁ ନିଷ୍ପତି ନିଅନ୍ତୁ ସବୁ ଠିକ ହେବ ଭବିଷ୍ୟତରେ । ଦଳ ପରିଚାଳନା ନିର୍ବାଚନ ସମୟରେ କାହିଁକି ଭୁଲ ହେଲା ଆଲୋଚନା ହେଲା ନାହିଁ । ଦଳ ପାଇଁ କ୍ଷତି ହେଇଗଲା । ଆଗକୁ ସେମିତି ରହିଲେ ଆହୁରି କ୍ଷତି ହେବ ।

ବିଜେଡି -କଂଗ୍ରେସ ମେଣ୍ଟ ବିଜେଡି ତରଫରୁ ସମ୍ଭାବନ ନାହିଁ । ବିଜୁ ଲିଗାସୀ ତରଫରୁ ଫୋନ କରିଥିଲେ ବିଜୟ ମହାପାତ୍ର ଓ ରବି ପାଣି । ବିଜୁ ତିରୋଧାନ ଦିବସ ପାଇଁ ମତେ ପ୍ରଥମ ଥର ଶଙ୍କ ଭବନରୁ ଡାକିଲେ । ବିଳମ୍ବରେ ହେଲେ ମଧ୍ୟ ସବୁକୁ ସିରିୟସ ନେଉଛନ୍ତି ନବୀନ । ଦଳରେ ସ୍ଥିତି ସୁଧୁରିବାକୁ ସମୟ ଲାଗିବ । ରାଜ୍ୟସଭାରେ ସସ୍ମିତ ଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଲାଗିଛି । ଯାହାକୁ ଆଶା କରାଯାଉଥିଲା ତାହା ହେଲାନି । ହଟାତ ଇସ୍ତଫା ଦେବା ପାଇଁ ୬ ଜଣ ଲେଖିବା ତାକୁ ଗ୍ରହଣ ସାଙ୍ଗେ ସାଙ୍ଗେ କରାଯିବା । ସମସ୍ତଙ୍କ ପାଇଁ ବିଜେଡି ଦଳ ଭିତରେ ଏଭଳି ନିଷ୍ପତି ଆଶ୍ଚର୍ୟ୍ୟ । ସସ୍ମିତ ପାତ୍ରଙ୍କ ପଦର୍ଶନ ଖରାପ ନଥିଲା। ଏକ ହେବା ପାଇଁ ଚାହିଁଲେ ବିଜେଡି -କଂଗ୍ରେସ ସଫଳ ହେବେ ।

  • Related Posts

    ମୋଦୀଙ୍କୁ ଭେଟିଲେ ମନମୋହନ

    ଭୁବନେଶ୍ୱର: ମୋଦୀଙ୍କୁ ଭେଟିଲେ ମନମୋହନ । ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ କାର୍ୟ୍ୟାଳୟରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନମୋହନ ।…

    Continue reading
    ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସାଂସଦ

    ଭୁବନେଶ୍ୱର: ଇଣ୍ଡି ମେଣ୍ଟ ସହ ବିଜେଡିର ହୋଇଛି କି ଅଘୋଷିତ ଡିଲ୍ ? ସାଂସଦ ମାନସ ମଙ୍ଗରାଜଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା। ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ମାନସ ମଙ୍ଗରାଜ। ସଂସଦରେ ନାରୀ ବନ୍ଦନ ଅଧିନିୟମ ଓ ସୀମା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ