ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି

ପୁରୀ: ଆଜିଠାରୁ ପୁଣି ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି ହେବ। ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ଏହା ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

ପ୍ରଥମ ଦିନର ଗଣତିରେ ୨୦ରୁ ଉର୍ଦ୍ଧ ରତ୍ନ ଅଳଙ୍କାରର ଗଣତି କରାଯାଇଥିଲା। ଦ୍ବିତୀୟ ଦିନରେ ସେହିଠାରୁ ହିଁ ଗଣତି ଆରମ୍ଭ ହେବ। ପୁଣିଥରେ ଟ୍ରେଜେରୀରୁ ଦୁଇଟି ଚାବି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଣାଯାଇ ସକାଳ ଧୂପ ପରେ ଖୋଲିବ ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ଏସଓପି ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଣ୍ଡାର ଘର ଖୋଲାଯାଇ ଗଣତି କାର୍ୟ୍ୟ ଆରମ୍ଭ ହେବ।

  • Related Posts

    ଆହୁରି କଲବଲ କରିବ ତାତି

    ଭୁବନେଶ୍ୱର: ରାଜ୍ୟରେ ଆହୁରି କଲବଲ କରିବ ତାତି । ଆଗାମୀ ୨ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ବାବନା ରହିଛି। ଆଜି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ…

    Continue reading
    ମହୁମାଛି ଆକ୍ରମଣ: ଜଣେ ଶିକ୍ଷକ ଓ ଦୁଇ ଶିକ୍ଷୟିତ୍ରୀ ଗୁରୁତର

    ନୀଳଗିରି : ସ୍କୁଲ ଖୋଲୁ ଖୋଲୁ ହଠାତ ଆକ୍ରମଣ କଲେ ମହୁମାଛି। ଜୀବନ ବଞ୍ଚାଇବାକୁ ପୋଖରୀ ଭିତରେ ପଶିଗଲେ ଶିକ୍ଷକ। ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣ ଘଟଣାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ