ଏଭଳି ସ୍ତ୍ରୀ ନିଜ ସ୍ବାମୀଙ୍କ ଘରକୁ କରିଦିଅନ୍ତି ସ୍ବର୍ଗ

ସବୁ ମଣିଷଙ୍କ ଜୀବନରେ ସ୍ତ୍ରୀର ଭୂମିକା ବହୁତ ମହତ୍ତ୍ବପୂର୍ଣ୍ଣ ଥାଏ। ଆଜିର ଦିନରେ ଅଧିକାଂଶ ଲୋକ ଏହା ଭାବନ୍ତି କି ସେମାନଙ୍କ ଜୀବନରେ ଆସୁଥିବା ସ୍ତ୍ରୀ ତାଙ୍କ ସ୍ବାମୀର ଭାଗ୍ୟର ଚାବି ନେଇ ଆସିବ। ଆଉ ଏହି କଥା ୧୦୦ପ୍ରତିଶତ ସତ କି, କିଛି ପୁରୁଷଙ୍କ ଭାଗ୍ୟ ସ୍ତ୍ରୀ ଆସିବା ପରେ ହିଁ ଖୋଲିଥାଏ। ପ୍ରାଚୀନ କାଳରେ ଏମିତି କୁହାଯାଉଥିଲା କି, ଯେଉଁ ଘରେ ସ୍ତ୍ରୀ ଖୁସି​‌ରେ ରୁହେ ସେହି ଘର ସ୍ବର୍ଗ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ମିହିଳାଙ୍କ ବିଷୟରେ ଯେଉଁମାନେ ଘରକୁ ଆସିବା କ୍ଷଣି ହିଁ ଗୃହସ୍ବାମୀ ରାଜା ହୋଇଯାଆନ୍ତି।

ଯଦି କୈାଣସି ସ୍ତ୍ରୀର ପାଦର ତଳିଭାଗରେ ତ୍ରିକୋଣ ହୋଇଥିବ ତେବେ ସେହିଭଳି ସ୍ତ୍ରୀ ବୁଦ୍ଧିମାନ ହୋଇଥିବ।

ଏହା ବ୍ୟତୀତ ସର୍ପକାର ପାଦ ଥିବା ସ୍ତ୍ରୀ ସବୁବେଳେ ସୁଖରେ ରହିଥାନ୍ତି ଏବଂ ନିଜ ଘରକୁ ସ୍ବର୍ଗ କରିଦେଇଥାନ୍ତି।

ଯଦି କୈାଣସି ସ୍ତ୍ରୀର ନାଭି ପାଖରେ କଳାଜାଇ ଚିହ୍ନ ଥିବ ତାଙ୍କର ଦାମ୍ପତ୍ୟ ଜୀବନ ସୁଖୀ ରହିଥାଏ।

ଯେଉଁ ସ୍ତ୍ରୀର ଆଙ୍ଗୁଠି ଲମ୍ବା ହୋଇଥାଏ ସେ ତା ଜୀବନରେ ବିଭିନ୍ନ ପ୍ରକାର ଅଶାନ୍ତିକୁ ସାମ୍ନା କରିଥାଏ।

ଯେଉଁ ସ୍ତ୍ରୀର ଆଖି ହରିଣୀ ଆଖି ଭଳି ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ।

ଯେଉଁ ମହିଳାଙ୍କ ମଥା ବା କପାଳ ମଧ୍ୟରେ କଳାଜାଇ ଚିହ୍ନ ଥାଏ ତାର ବିବାହ ଧନୀ ବ୍ୟକ୍ତି ସହିତ ହୋଇଥାଏ।

  • Related Posts

    ଆଜି ସଜବାଜ, ରବିବାର ପହିଲି ରଜ

    ଭୁବନେଶ୍ୱର: ଶନିବାର ସଜବାଜ, ରବିବାର ପହିଲି ରଜ । ସେଥିପାଇଁ ଉତ୍ସବ ମୁଖର ହୋଇ ଉଠିଲାଣି ପୂରା ରାଜଧାନୀ । କିଏ ଡ୍ରେସ୍‌ କିଣିବାରେ ବ୍ୟସ୍ତ ତ କିଏ ବିଭିନ୍ନ ପ୍ରସାଧନ ସାମଗ୍ରୀ । ରଜ ୩ ଦିନ କିଏ କେଉଁ…

    Continue reading
    ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ

    ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ