ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି

ବ୍ରହ୍ମପୁର: ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି । ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ବନ୍ୟା କ୍ଷୟକ୍ଷତି ଦେଖିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଭିତରେ କଥା କଟାକଟି । ପିସିସି ସଭାପତିଙ୍କ ଆଗରେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ। ହୋଟେଲ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଅଶ୍ଳୀଳ ଭାଷା ସହ ଗାଳିଗୁଲଜ ହୋଇଥିଲା
ଅନ୍ୟପଟେ ପିସିସି ସଭାପତି ଭକ୍ତ ଦାସ, ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଅଶୋକ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା କର୍ମୀ, ପଦାଧିକାରୀ ପ୍ରମୁଖ ବାଇପାସରେ ଥିବା ଏକ ଘରୋଇ ହୋଟେଲରେ ଖାଉଥିବା ବେଳେ ଛତ୍ରପୁର ବ୍ଲକର କଂଗ୍ରେସ ନେତା ଭାଗିରଥି ବେହେରା, ଗଣପତି ବାରିକ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାର କିଛି କଂଗ୍ରେସ ନେତାଙ୍କୁ ଗାଳି ଗୁଲୁଜ କରିବା ସହ ଅଶ୍ଳୀଳ ଭାଷା ଗାଳି ଦେଇଥିଲେ ।
ଜିଲ୍ଲାର ନେତୃତ୍ବ ନେଉଥିବା ନେତା ମାନେ ପିସିସି ସଭାପତିଙ୍କ ଗସ୍ତ କାର୍ୟ୍ୟକ୍ରମ ଜଣାଯାଇନଥିବା, ଛତ୍ରପୁର ଗାଙ୍ଗପୁରଠାରେ ଚାଷୀମାନେ ଅପେକ୍ଷା କରିଥିବା ବେଳେ ପିସିସି ସଭାପତିଙ୍କୁ ନିଆ ନ ଯିବା ସହ ଦଳୀୟ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇଛି।

  • Related Posts

    ୭ରେ ଗଞ୍ଜାମ ଯାଇ ବନ୍ୟା କ୍ଷୟକ୍ଷତି ଦେଖିବେ ନବୀନ

    ଭୁବନେଶ୍ବର : ନଭେମ୍ବର ୭ରେ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ । ଶେରଗଡ଼ରୁ ଆସିକା ଓ ସୋରଡ଼ା ଯାଏଁ ବୁଲି ଦେଖିବେ ବନ୍ୟାଞ୍ଚଳ । ବନ୍ୟା ପ୍ରଭାବିତ ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…

    Continue reading
    କୋଟିଆ ବାବଦରେ ସରକାର କେବଳ ଘୋଷଣା ଓ ପ୍ରଚାରରେ ସୀମିତ ଅଛନ୍ତି: ପ୍ରସନ୍ନ ଆଚାର୍ୟ୍ୟ

    ଭୁବନେଶ୍ୱର: ଆନ୍ଧ୍ରରେ ପଞ୍ଚାୟତ ଭୋଟ୍‌ ସରିଲା । ଏଥିରେ କୋଟିଆ ସାମିଲ ହେବ କି ହେବନି ନେଇ ଚାଲିଥିବା ବିବାଦ କିନ୍ତୁ ଥମିବାର ନାମ ନେଉନି । ଚଳିତ ପଞ୍ଚାୟତ ନିର୍ବାଚନ ବେଳେ ଆମେ କୋଟିଆରେ ବୁଥ୍‌ କରାଇ ଦେଇନୁ କହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି