ବିଜେପି ସାଂସଦଙ୍କୁ ମଞ୍ଚ ଉପରେ ବାବୁଙ୍କ ଅପମାନ

ଭୁବନେଶ୍ୱର : ଝାରସୁଗୁଡ଼ାରେ ଆୟୋଜିତ ହୋଇଥିଲା କୃଷକ ସମାବେଶ । ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଅନ୍ୟ ବିଧାୟକଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବି ଆମନ୍ତ୍ରଣ କରାଯାଇଥିଲା । ହେଲେ ବ୍ୟାନରରେ ତାଙ୍କର ଫଟୋ ନଥିବାରୁ ତାତି ଉଠିଥିଲେ ପ୍ରଦୀପ । ପ୍ରଶାସନ ଉପରେ ବର୍ଷିଥିଲେ । ପ୍ରଦୀପ କହିଥିଲେଯେ, ଗଲା ବିଜେଡ଼ି ସରକାର ସମୟରେ ତାଙ୍କର ଫଟୋ ରହୁନଥିଲା । ପୂର୍ବଥର ସୁରେଶ ପୂଜାରୀ ସାଂସଦ ଥିଲେ । ଅହଙ୍କାରୀ ବିଜେଡ଼ି ସରକାର ଡାକୁନଥିଲେ କି ପଚାରୁନଥିଲେ । ମୁଁ ବି ବିଧାୟକ ଥିବାବେଳେ ଆମକୁ ସରକାରୀ କାର୍ଯ୍ୟକ୍ରମକୁ ଡାକୁନଥିଲେ କି ସମ୍ମାନ ଦେଉନଥିଲେ । ହେଲେ ଏବେ ଆମ ସରକାରରେ ଅପମାନିତ ହେବୁ । ମୁଁ ଜଣେ ସାଂସଦ, ମୋତେ ସର୍ବାଧିକ ଭୋଟରେ ଲୋକେ ଜିତାଇଛନ୍ତି । ମୁଁ ଅପମାନିତ ହେବାକୁ ଏହି ମଞ୍ଚକୁ ଆସିବି କି ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ । ମଞ୍ଚ ଉପରେ ରହି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ବି ଉପସ୍ଥିତ ଥିଲେ । ସେ ଭାଷଣ ଦେବା ବେଳେ ପ୍ରଦୀପଙ୍କ ମନ୍ତବ୍ୟକୁ ଗୁରୁତର ସହ ନେଇଥିଲେ । ସେ କହିଥିଲେଯେ, ମୁଁ ସେଥିପାଇଁ କ୍ଷମା ମାଗୁଛି । ଗତ ସରକାର ନିର୍ବାଚିତ ପ୍ରତିନିଧିଙ୍କୁ ଡାକୁନଥିଲେ । ଏ ସରକାର କିନ୍ତୁ ସେ ଦଳର ହୁଅନ୍ତୁ କି ଅନ୍ୟ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ବି ଡାକୁଛୁ ବୋଲି କହିଥିଲେ।]

Related Posts

ବାତ୍ୟା ଓ ବନ୍ୟା ନେଇ ବିଜୁ ଜନତା ଦଳ ପକ୍ଷରୁ ମୋସନ ଅଣାଯାଇଛି:ପ୍ରମିଳା

ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଲମ୍ବା ଥିବାବେଳେ ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ରହିଛି…

Continue reading
ସର୍ବଦଳୀୟ ବୈଠକ:ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଲମ୍ବା ଥିବାବେଳେ ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ରହିଛି…

Continue reading

Leave a Reply

Your email address will not be published. Required fields are marked *

You Missed

ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

କମଳା ଚୋପାରୁ ଡ୍ରେସ୍‌ !