ଆତ୍ମହତ୍ୟା ନୁହେଁ, ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା
ନୟାଗଡ: ଆତ୍ମହତ୍ୟା ନୁହେଁ, ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା। ୨ୟ ବିବାହ କରିବା ନିଶାରେ ବାପା ପୁଅମାନଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି…
ରାଜା ଚକ୍ର ଗିରଫ
ଭୁବନେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରାଯାଇଛି । ଗୁରୁବାର ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ୍ୟ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା…
ବାପାର ଛୁରା ମାଡ଼ରେ ପୁଅ ମୃତ
ସୋର:ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେବ ନରମା ଗାଁରେ…
ବେଆଇନ୍ ବନ୍ଧୁକ କାରଖାନା ଠାବ
କଟକ: ଏସଟିଏଫ୍ କୁ ବଡ ସଫଳତା। କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା।…
‘ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ’
ଭୁବନେଶ୍ୱର: କମିଶନରେଟ ପୁଲିସ ପକ୍ଷରୁ ବୁଧବାର ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମଦ ପିଇ ହୋଲି ଖେଳିଲେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଏଥିସହ ଜାରି ଗାଇଡଲାଇନରେ କୁହାଯାଇଛି ଯେ ମଦ୍ୟପାନ କରି…
ରାଉରକେଲା ଦୁର୍ଦ୍ଧାନ୍ତ ଅପରାଧୀକୁ ଏନକାଉଣ୍ଟର
ରାଉରକେଲା: ରାଉରକେଲାରେ ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ଲକୁଆକୁ ପୁଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଗୁରୁତର ଆହତ ହୋଇଛି। ସୁନ୍ଦରଗଡ଼଼ ଜିଲା ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ପୁଲିସ ଏବଂ ଅପରାଧୀ ଲକୁଆ ମଧ୍ୟରେ…
ରାଜଧାନୀରୁ ବନ୍ଧାହେଲେ ୧୦ ବାଂଲାଦେଶୀ
ଭୁବନେଶ୍ବର: ବିନା ଭିସା ଓ ପାସ୍ପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବା ୧୦ ବାଂଲାଦେଶୀ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛନ୍ତି। ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଏଜେଣ୍ଟ ସହ ୬ ପୁରୁଷ ଓ ୩ ମହିଳା ଅଛନ୍ତି। ବେଙ୍ଗାଲୁରୁ ଯାଉଥିବା ବେଳେ ଭୁବନେଶ୍ବର ରେଳଷ୍ଟେସନ୍ରେ…
ମେଡିସିନ୍ ଦୋକାନ ଉପରକୁ ବୋମାମାଡ଼
ଦିଗପହଣ୍ଡି : ମେଡିସିନ୍ ଦୋକାନ ଉପରକୁ ବୋମାମାଡ଼। ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ବୋମାମାଡ଼ ହୋଇଛି। ରବିବାର ରାତି ପ୍ରାୟ ସାଢେ ୮ଟା ବେଳେ ଏହି ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ…
୨ ନାବାଳକଙ୍କ ଝୁଲନ୍ତା ମୃତଦେହ ଜବତ
ନୟାଗଡ : ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସୋମବାର ହଇଚଇ ସୃଷ୍ଟି କରିଛି। ଘର ଭିତରୁ ମିଳିଛି ୨ ନାବାଳକଙ୍କ ଝୁଲନ୍ତା ମୃତଦେହ। ସହେନ୍ଦଜନକ ଅବସ୍ଥାରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି…
ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
ରାଜଗାଙ୍ଗପୁର: ସୁନ୍ଦରଗଡ଼଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ଛୁରିଚଖା ଗାଁରେ ଘରୋଇ କଳିଳୁ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ସିରାନୁସ ଟେଟେ ହୋଇଥିବାବେଳେ ଅଭିଯୁକ୍ତ ପୁଅ ସୂରଜ ଟେଟେ…