ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ
ଖଲ୍ଲିକୋଟ : ନୂଆବର୍ଷରେ ଅଘଟଣ। ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ। ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା…
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା: ବିରସୋତୀ ଗାଁର ପାଟ ମଝିରେ ଥିବା ଏକ ପୋଖରୀରୁ ଯୁବକଙ୍କ ଭାସୁଥିବା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ କାହ୍ନୁଚରଣ ନାଥ ବୋଲି ଜଣାପଡ଼ିଛି । ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲା…
ଫୁଡ଼ ବ୍ଲଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ବର: ଲେଡିଜ ହଷ୍ଟେଲରେ ଫୁଡ଼ ବ୍ଲଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଇନ୍ଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ ନମ୍ବର ୨ ରୁ ଯୁବତୀଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ସୋନାଲି ସଂଘମିତ୍ରା ପରିଡା। ମୃତ ଯୁବତୀଙ୍କ ବୟସ…
୩ ମହିଳା ନକ୍ସଲ ଗିରଫ
ମାଲକାନଗିରି: ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଦୁର୍ଦ୍ଦାନ୍ତ ମହିଳା ନକ୍ସଲଙ୍କୁ କରିଛି ଗିରଫ। ସେମାନଙ୍କ ମଧ୍ୟରୁ ଜଣେ ଏସିଏମ୍ ରାଙ୍କର। ସେହିପରି ଏହି ୩ ଜଣଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଗୁଇନ୍ଦା…
ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ
କଳାହାଣ୍ଡି: ଏକ ମାମଲା ରଫାଦଫା ପାଇଁ ୩,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧରା ପଡିଲେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ । ହେଲେ ଖସିଗଲେ ଜୁନାଗଡ଼ ଥାନା ଏଏସ୍ଆଇ ମୁକୁନ୍ଦ ଖେମୁଣ୍ଡୁ । କଳାହାଣ୍ଡି…
ଭିଜିଲାନ୍ସ ପଞ୍ଝାରେ ଏଆରଆଇ
ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆରଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ଇଜଓ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । କୋରାପୁଟ ଓ ଜୟପୁର ସମେତ…
ଗଛରୁ ୨ ଝୁଲନ୍ତା ମୃତଦେହ ଜବତ
ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଅଲାରିଗଡ଼ ନିଷ୍ଟିପୁର ରାସ୍ତା ନିକଟ ଜଙ୍ଗଲର ଏକ ଗଛରୁ ୨ଟି ମୃତଦେହ ଜବତ ହୋଇଛି। ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ରହିଛନ୍ତି। ସ୍ଥାନୀୟ ଲୋକେ…
ମହିଳା କନଷ୍ଟେବଲଙ୍କୁ ହତ୍ୟା ପରେ ଆତ୍ମହତ୍ୟ ଉଦ୍ୟମ କରି ସ୍ୱାମୀ ଗୁରୁତର
କଟକ: ଲାଲବାଗ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ଜଣେ ମହିଳା କନଷ୍ଟେବଳଙ୍କୁ ବିଭତ୍ସ ଭାବେ ହତ୍ୟାକରି ତାଙ୍କ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ଅପରପକ୍ଷେ…
ବୀଭତ୍ସ: ହାତୁଡ଼ିରେ ପିଟି ସାଙ୍ଗକୁ ହତ୍ୟା କଲା ସାଙ୍ଗ
କେନ୍ଦୁଝର : ସାଙ୍ଗକୁ ହତ୍ୟା କଲା ସାଙ୍ଗ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ୬ ନଂ ୱାର୍ଡର ପାଚୁହାଟିଂରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାଙ୍ଗ ଭାଗବତି ବେଶ୍ରାଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଛି ଅଭିଯୁକ୍ତ ଦୁର୍ଗା ନାୟକ। ଆଉ…
୫ ଲକ୍ଷ ଟଙ୍କା ସହ ୩୦୦ ଗ୍ରାମ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ
ଭୋଗରାଇ: ଗହଣା ଦୋକାନ ଭିତରେ ପଶି ୫ ଲକ୍ଷ ନଗଦ ଟଙ୍କା ସହ ୩୦୦ ଗ୍ରାମ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲର୍ସରୁ…