ଘର ଖାଦ୍ୟ ଖାଉନାହିଁ କି ଆପଣଙ୍କ ପିଲା ? ଆପଣାନ୍ତୁ ଏହି ୫ଟି ଉପାୟ
ପିଲାମାନଙ୍କୁ ସୁସ୍ଥ ତଥା ହେଲଦି ଖାଦ୍ୟ ଆଦୌ ପସନ୍ଦ କରନ୍ତି ନାହିଁ। ସେମାନେ ସବୁବେଳେ ଘରେ ତିଆରି ଖାଇବା ଠାରୁ ଦୂରେଇ ଯାଆନ୍ତି। ଏଭଳି ପରିସ୍ଥିତିରେ ପିତାମାତାଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଯଦି ସେମାନଙ୍କ ପିଲା ସୁସ୍ଥ ଖାଦ୍ୟ…











