ଚାମ୍ପିଅନ୍ସ ଟ୍ରଫି: ଆଜି ଫାଇନାଲ

ଦୁବାଇ: ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା । ସୁପର ସନଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନବମ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରାଣ୍ଡ ଫାଇନାଲ୍‌ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ପରସ୍ପରକୁ…

Continue reading
ଦିନିକିଆରୁ ସନ୍ନ୍ୟାସ ନେଲେ ଷ୍ଟିଭ ସ୍ମିଥ

ନୂଆଦିଲ୍ଲୀ: ଦିନିକିଆରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିମ ସ୍ମିଥ । ଗତକାଲି ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚରେ ଭାରତ ଠାରୁ ପରାସ୍ତ ହେବା ପରେ ସ୍ମିଥ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସ୍ମିଥ ଦିନିକିଆରୁ ଅବସର ଘୋଷଣା…

Continue reading
ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ୨୦୧୫ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଥିବା ଭାରତ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରତିଶୋଧ ନେଇଛି। ଦୁବାଇ ଅନ୍ତର୍ଜାତୀୟ…

Continue reading
ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ କ୍ରିକେଟ ଟ୍ରଫିର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଦୁବାଇରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ସାଢ଼େ ୨ଟାରୁ ଆରମ୍ଭ ହେବ। ଗତକାଲି ରାତିରେ ଦୁବାଇରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ…

Continue reading
ଚାମ୍ପିଅନ୍ସ ଟ୍ରଫି: ନ୍ୟୁଜିଲାଣ୍ଡକୁ ୪୪ରନ୍‌‌ରେ ହରାଇଲା ଭାରତ

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬…

Continue reading
ଟସ ଜିତିଲା ନ୍ୟୁଜିଲାଣ୍ଡ: ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଆଜି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ଆଜିର ମ୍ୟାଚରେ ଭାରତ ଚୂଡାନ୍ତ…

Continue reading
ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଗ୍ରୁପ୍ ପର୍ୟ୍ୟାୟ ଅନ୍ତିମ ମ୍ୟାଚ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା । ଗ୍ରୁପ୍‌ ‘ଏ’ର ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼ଇ । ପ୍ରତିଯୋଗିତା ଦୃଷ୍ଟିରୁ ଏହା ଗୁରୁତ୍ବ ରଖୁନଥିଲେ ମଧ୍ୟ ଭାରତୀୟ ଦଳ ସେମିଫାଇନାଲ୍‌ ପୂର୍ବରୁ କିଛି…

Continue reading
ଫ୍ଲଡ଼ ଲାଇଟ ବନ୍ଦ ବିବାଦ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲା ଓସିଏ

କଟକ: ବାରବାଟୀ ଫ୍ଲଡ଼ ଲାଇଟ ବନ୍ଦ ବିବାଦ । ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଲା ଓଡିଶା କ୍ରିକେଟ ସଂଘ । ଭୁଲବଶତଃ ଏହି ଅଘଟଣ ଘଟିଥିବା ଉତ୍ତର ରଖିଛି ଓସିଏ । ଏନେଇ ଓସିଏ ସଭାପତି ପଙ୍କଜ…

Continue reading
ଆଜି ନ୍ୟୁଜିଲାଣ୍ଡ-ବାଂଲାଦେଶ ମୁକାବିଲା

ରାୱଲପିଣ୍ଡି : ଆଜି ଚଳିତ ଚମ୍ପିଆନ୍‌ସ ଟ୍ରଫିର ୬ଷ୍ଠ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ଏ’ରେ ଏହା ଉଭୟ ଦଳଙ୍କ ୨ୟ ମ୍ୟାଚ୍‌ ହେବ। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ସହଜରେ ୬୦ ରନ୍‌ରେ ନ୍ୟୁଜିଲାଣ୍ଡ ପରାସ୍ତକରି…

Continue reading
ଦିନିକିଆ କ୍ରିକେଟରେ ୧୪ ହଜାର ରନ୍ ପୁରା କଲେ କୋହଲି

ଦୁବାଇ : ବିରାଟ କୋହଲି ଗୋଟେ ଗୋଟେ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ଏବେ କୋହଲି ସଚିନଙ୍କ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମୁକାବିଲାରେ କୋହଲିଙ୍କ ଅନ୍ତର୍ଜାତୀୟ…

Continue reading