ମାଆଙ୍କୁ ହୃଦଘାତ; ଭାରତ ଫେରିଲେ ଗମ୍ଭୀର
ନୂଆଦିଲ୍ଲୀ: ଘରୋଇ ଇଂଲଣ୍ଡ ଦଳ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ଗୁରୁତ୍ବପୂର୍ଣ୍ଣ ୫-ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ନାମରେ ନାମିତ ଏହି ଟେଷ୍ଟ ଶୃଙ୍ଖଳାର ସପ୍ତାହକ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବଦେଶ…
















