ପୁଣି କମ୍ପିବ ବାରବାଟୀ:୧୬ରେ ଖେଳିବେ ସେଲିବ୍ରିଟି
ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ। ଦେଶର ନାମିଦାମୀ ସେଲିବ୍ରିଟିମାନେ ବାରବାଟୀ ଗ୍ରାଉଣ୍ଡରେ ଖେଳିବେ କ୍ରିକେଟ ମ୍ୟାଚ। ତା ପୂର୍ବରୁ ଗୁରୁବାର କ୍ରୀୟୁ ମେମ୍ବରମାନେ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି। ୧୬ ତାରିଖରେ ବାରବାଟୀରେ ଖେଳାଯିବ ୩…












