ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ

ଭୁବନେଶ୍ବର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ…

Continue reading
ଏଥର ଗୋଟିଏ ନୁହେଁ ଚାରିଟି କ୍ରୀଡ଼ାରେ ହେବ ସିଏମ୍ ଟ୍ରଫି

ଭୁବନେଶ୍ବର: ନୂଆ ରୂପରେ ସିଏମ୍ ଟ୍ରଫି l ଏଥର ଗୋଟିଏ ନୁହେଁ ଚାରିଟି କ୍ରୀଡ଼ାରେ ହେବ ସିଏମ୍ ଟ୍ରଫି l ଫୁଟବଲ ସହ କବାଡ଼ି, ଖୋଖୋ ଏବଂ ଭଲିବଲରେ ମଧ୍ୟ ହେବ ଇଭେଣ୍ଟ l ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଖେଳାଯିବ l…

Continue reading
ବାଂଲାଦେଶ କ୍ରିକେଟକୁ ICCର ଧମକ, ଭାରତରେ ଖେଳନ୍ତୁ ନଚେତ୍ ପଏଣ୍ଟ ହାତଛଡ଼ା କରନ୍ତୁ

ଆଇସିସି ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ବାଂଲାଦେଶ ଭାରତରୁ ଏହାର ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା। ଏହା କହିଥିଲା ​​ଯେ ଏହା ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବ ନାହିଁ । ତଥାପି, ଏକ ରିପୋର୍ଟ…

Continue reading
ବଦଳିବ ଟି-୨୦ ବିଶ୍ୱକପର ପୂରା ସିଡ୍ୟୁଲ୍

ବଦଳିବ ଟି-୨୦ ବିଶ୍ୱକପର ପୂରା ସିଡ୍ୟୁଲ୍ । ବାଂଲାଦେଶ ଖେଳାଳିଙ୍କୁ ନେଇ ବିବାଦ ଉପୁଜିବା ପରେ ଏନେଇ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳୁଛି । ତେବେ ଟି-୨୦ବିଶ୍ୱକପ୍ ୨୦୨୬ ମସିହା ଫେବ୍ରୁଆରି ୭ ତାରିଖରେ ଆରମ୍ଭ…

Continue reading
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଶୁଭମନ ଅଧିନାୟକ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ଈଉଉଓ) ଦଳ ଘୋଷଣା କରିଛି। ଜାନୁଆରୀ…

Continue reading
ଆଜିଠାରୁ ପୁରୁଷ ହକି ଇଣ୍ଡିଆ ଲିଗ୍‌

ରାଞ୍ଚି : ହକି ଇଣ୍ଡିଆ ଆନୁକୂଲ୍ୟରେ ହକି ଇଣ୍ଡିଆ ଲିଗ୍‌ (ପୁରୁଷ) ବର୍ଗ ସପ୍ତମ ସଂସ୍କରଣ-୨୦୨୬ ଚଳିତ ଜାନୁଆରୀ ୩ରୁ ୨୬ ପର୍ୟ୍ୟନ୍ତ ଖେଳାଯିବ। ପ୍ରତିଯୋଗିତା ଚେନ୍ନଇ, ରାଞ୍ଚି ଓ ଭୁବନେଶ୍ବରରେ ଖେଳାଯିବ। ପ୍ରଥମ ପର୍ୟ୍ୟାୟ ଜାନୁଆରୀ ୩ରୁ ୯ ପର୍ୟ୍ୟନ୍ତ…

Continue reading
ବାଂଲାଦେଶୀ କ୍ରିକେଟର କିଣି ବିବାଦରେ କେ‌କେଆର ମାଲିକ ଶାହରୁଖ

ମୁମ୍ବାଇ: ଦେଶରେ ଖବୁଶୀଘ୍ର ଆରମ୍ଭ ହେବ ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)। ଏଥିପାଇଁ ବିଭିନ୍ନ ଦଳ ନିଜ ମନ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। କୋଟି କୋଟି ଟଙ୍କା ଦେଇ ଦେଶ ସହ ବିଦେଶୀ ଖେଳାଳିଙ୍କୁ ମଧ୍ୟ କିଣାଯାଇଛି। ଏଇ ଖେଳାଳି କିଣାକୁ…

Continue reading
ଚତୁର୍ଥ ମହିଳା ଟି୨୦: ଶ୍ରୀଲଙ୍କା ପୁଣି ପରାସ୍ତ, ଭାରତ ୪-୦ରେ ଆଗୁଆ

ତିରୁୱନନ୍ତପୁରମ୍‌: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ କମ୍‌ ସ୍କୋର୍‌ ବିଶିଷ୍ଟ ଓ ଏକତରଫା ହୋଇଥିଲା। ହେଲେ ରବିବାର ଚତୁର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରନ୍‌ ବର୍ଷା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ମୋଟ ୪୧୨ ରନ୍‌ ହୋଇଥିବା…

Continue reading
ବକ୍ସିଂ ଡେ’ ଟେଷ୍ଟ ଜିତିଲା ଇଂଲଣ୍ଡ

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ପରେ ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ଜିତିଲା ଇଂଲଣ୍ଡ। ଫଳରେ ୫ ମ୍ୟାଚ ବିଶିଷ୍ଟ ଆସେସ ସିରିଜରେ ୪ଟି ମ୍ୟାଚ ଶେଷ ହୋଇଥିବାବେଳେ ଘରୋଇ ଅଷ୍ଟ୍ରେଲିଆ ୩-୧ରେ ଆଗୁଆ ରହିଛି। ୪ର୍ଥ ଟେଷ୍ଟ ମ୍ୟାଚ ମାତ୍ର…

Continue reading
ମହିଳା ଟି୨୦: ଶ୍ରୀଲଙ୍କାକୁ ହରାଇଲା ଭାରତ

ବିଶାଖାପାଟଣା: ସ୍ପିନରଙ୍କ ସଫଳତା ପରେ ଶେଫାଳି ବର୍ମାଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ମଙ୍ଗଳବାର ଦ୍ଵିତୀୟ ମହିଳା ଟ୍ରେଣ୍ଟି୨୦ ମ୍ୟାଟ୍‌ରେ ଘରୋଇ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ ପରି ଏହି ମ୍ୟାଚ୍କୁ ମଧ୍ୟ ଭାରତୀୟ ମହିଳା ଦଳ ସହଜରେ…

Continue reading