ସମ୍ ହସ୍ପିଟାଲ୍ ଏବଂ ଆଇଏସ୍ଓପିଏଆର୍ବି ପକ୍ଷରୁ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିନାଟୋଲଜି ଆଣ୍ଡ ରିପ୍ରଡକ୍ଟିଭ ବାୟୋଲଜି (ଆଇଏସ୍ଓପିଏଆରବି) ଭୁବନେଶ୍ୱର ଚାପ୍ଟରର ମିଳିତ ଉଦ୍ୟମରେ…









