
କୁଜଙ୍ଗ: କୁଜଙ୍ଗ ପଞ୍ଚାୟତ ସମିତି ସ୍ତରୀୟ ସମିଳନୀ(ବିକାଶର ଧାରା ଓଡ଼ିଶା ସାରା) ଅନୁଷ୍ଠିତ ହୋଇ ଯାଇଛି,ଉକ୍ତ ସମିଳନୀ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ,ବ୍ଲକ ଚେୟାର ପର୍ଶନ ନିନା ରାଣୀ ସାହୁ, ବିଡ଼ିଓ ଓ ବ୍ଲକ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ, ସମିଳନୀ ଶତାଧିକ ମହିଳା ଯୋଗ ଦେଇଥିଲେ, SHG ଗ୍ରୁପ ମଧ୍ୟରୁ ଯେଉଁ ମାନେ ଭଲ କାର୍ଯ୍ୟ କରିଥିଲେ କାର୍ଯ୍ୟଦେଶ ବଣ୍ଟନ,ବାଧ୍ୟକ ଭତ୍ତା, ଦିବ୍ୟଙ୍ଗ ବ୍ୟକ୍ତି ଙ୍କୁ ଭତ୍ତା, ଅର୍ଣ୍ଣପୂର୍ଣା କାର୍ଡ ବଣ୍ଟନ କରାଯାଇଛି,
ରିପୋର୍ଟ-ଚୌଧୁରୀ ଦିଲ୍ଲୀପ ସାହୁ, କୁଜଙ୍ଗ




