ନବୀନ ନିଖୋଜ!

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଖୋଜ ନେଇ  ପୋଷ୍ଟର ଲାଗିଛି । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଏଭଳି ଦୃଶ୍ୟ ସାମନାକୁ ଆସିଛି । ହିଞ୍ଜିଳି ବାସ ଷ୍ଟାଣ୍ଡରେ ନିଖୋଜ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ନିଖୋଜ ପୋଷ୍ଟର କିଏ ଓ କାହିଁକି ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ । ଗଞ୍ଜାମ ଜିଲ୍ଲା ସହ ହିଞ୍ଜିଳି ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ନବୀନ ସେଠାକୁ ଗସ୍ତ ନ କରିବା ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି ।

  • Related Posts

    ପିଏସଓଙ୍କ କାନ୍ଧରେ ମନ୍ତ୍ରୀ

    ଫୁଲବାଣୀ : ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ମୁକାବିଲା ତଦାରଖ କରିବାକୁ ନିକଟରେ ରାଜ୍ୟ ସରକାର ୮ ଜିଲାକୁ ୮ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ…

    Continue reading
    ରାମଲୀଳା ମୈଦାନରେ ମିଟିଂରେ ଯୋଗଦେଲେ ଓଡ଼ିଶା କଂଗ୍ରେସ ନେତୃବୃନ୍ଦ

    ଭୁବନେଶ୍ୱର: ଭାରତବର୍ଷର ଗଣତନ୍ତ୍ରର ସୁରକ୍ଷା ତଥା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନର ସୁରକ୍ଷା ଏବଂ ନିର୍ବାଚରେ ଯେଉଁ ଭୋଟ ଚୋରି ଚାଲିଛି ତାହାର ଷଡଯନ୍ତ୍ରକାରୀ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିସ୍କାର ଦାବିରେ କଂଗ୍ରେସ ଦଳର ବିରୋଧି ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି