ବାତ୍ୟା ଯୋଗୁଁ ମୋଟ୍ ୩୫ ଲକ୍ଷ ୯୫ ହଜାର ଲୋକ ସମ୍ପୂର୍ଣ୍ଣ ପ୍ରଭାବିତ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ଦାନା ପ୍ରଭାବରେ ୧୪ ଜିଲ୍ଲା ର ପ୍ରାୟ ୧୦୮ ବ୍ଲକ ଅନ୍ତର୍ଗତ ୧୬୭୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୩୧ଟି ସହରାଞ୍ଚଳର ୪୨୬ ଓ୍ବାର୍ଡ ବାସୀନ୍ଦା ମଧ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁଁ ମୋଟ୍ ୩୫ ଲକ୍ଷ…

Continue reading
ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ:ବିଜେପି

ଭୁବନେଶ୍ୱର: ବାତ୍ୟା ପରେ ଏବେ କଥା କଟାକଟି ଶାସକ ଓ ବିରୋଧୀ । ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଶାସକ ଦଳକୁ ଟାର୍ଗଟେ କରିଥିଲେ । ବିଜେଡି ମୁଖପାତ୍ର ଲେଖାଶ୍ରୀଙ୍କ ପ୍ରତିକ୍ରିୟାର ଜବାବ ରଖିଲା ବିଜେପି । ବିଜେପି ମୁଖପାତ୍ର ମନୋଜ…

Continue reading
ସରକାର ଆପଣମାନଙ୍କ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନସାଧାରଣ ଓ ବାତ୍ୟା ସମୟରେ କାର୍ୟ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି । ଏ ସରକାର ଆପଣଙ୍କର । ଆପଣଙ୍କ ସେବା ଓ ସ‌ହଯୋଗ କରିବା ଆମର ନୈତିକ କର୍ତ୍ତବ୍ୟ ଓ…

Continue reading
ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ଭାଙ୍ଗ

ପୁଣେ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର…

Continue reading
ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ

କେନ୍ଦ୍ରାପଡ଼: ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ ଦଳ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକଙ୍କୁ ଅଣଦେଖା କରିଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା…

Continue reading
ଆଉ ୨ ଦିନ ଭିତରକନିକା ବନ୍ଦ

ରାଜନଗର: ବାତ୍ୟା  ‘ଦାନା’ ପ୍ରଭାବରେ ଭିତରକନିକା  ଜାତୀୟ ଉଦ୍ୟାନ କେତେକାଂଶରେ ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ୪ ଦିନ ହେବ  ଲାଗି ରହିଛି । ବନ ବିଭାଗ ପକ୍ଷରୁ ବାତ୍ୟା ପାଇଁ ୨୩, ୨୪ ଓ ୨୫…

Continue reading
ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିରେ କୋରାପୁଟ ସାଂସଦ

ଭୁବନେଶ୍ୱର: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଏକ ସଂସଦୀୟ କମିଟି ଗଠନ ହୋଇଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଓଡ଼ିଶାରୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା  ସ୍ଥାନ ପାଇଛନ୍ତି । ପ୍ରକାଶଥାଉକି, ଏହା ପୂର୍ବରୁ…

Continue reading
ଦିନିକିଆ ଓଡ଼ିଶା ଗସ୍ତରେ ଲୋକସଭା ବାଚସ୍ପତି

ଭୁବନେଶ୍ୱର : ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ସେ ରାଜଭବନରେ ରାଜ୍ୟପାଳ  ରଘୁବର ଦାସଙ୍କ ଭେଟିବା ସହ ଆଲୋଚନା କରିଛନ୍ତି। ସେଠାରେ ‌ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ…

Continue reading
ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍‌ ଟାଇଫସ୍‌, ନେଲା ଆଉ ଜଣକ ଜୀବନ

ବରଗଡ଼: ବରଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍‌ ଟାଇଫସ୍‌ । ଜଙ୍ଗଲୀ ପୋକ ପୁଣି ଜଣକ ଜୀବନ ନେଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଜିଲ୍ଲାର ସମସ୍ତ ୧୨ ବ୍ଲକରେ ଏହି…

Continue reading
ରାଜ୍ୟ ସରକାର କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର:ଲେଖାଶ୍ରୀ

ଭୁବନେଶ୍ୱର : ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ  ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ…

Continue reading