୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଯୁବକ ଗିରଫ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ଚିତ୍ରକୋଣ୍ଡା ଥାନା ଦିସାରିଗୁଡ଼ା ଗ୍ରାମର…

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କଟକ ଜିଲ୍ଲା ଆଠଗଡ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ସନ୍ଦେହଜନକ ଭାବେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ପଙ୍କାଳ ଗାଁର ତୟାବ ଖାଁ ବୋଲି ଜଣାପଡିଛି। କିଛି ଦିନ ତଳେ ତୟାବ ଏକ ମାମଲାରେ ରାଣୀବଣିଆ…

୧୭ ବର୍ଷୀୟ ନାବାଳକକୁ ହତ୍ୟା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ୧୭ ବର୍ଷୀୟ ନାବାଳକକୁ ହତ୍ୟା। ହତ୍ୟାକାଣ୍ଡ ଘଟାଇ ମହୁଲ ପତ୍ର ଘୋଡ଼ାଇ ଦେଇଛନ୍ତି ହତ୍ୟାକାରୀ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରୁଛି। ରିଆମାଳ ବ୍ଲକ କୁଣ୍ଢେଇଗୋଳା…

ନକ୍ସଲଙ୍କ ମାଓ ଡମ୍ପରୁ ମେଡିକାଲ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମିନ୍ନଗଟ୍ଟା ଜଙ୍ଗଲରେ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ମାଓ ଡମ୍ପରୁ…

ବୋହୂର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୁଙ୍କ ଜୀବନ

ବଲାଙ୍ଗୀର: ବଲାଙ୍ଗୀର ସହରରେ ଅଭାବନୀୟ ଘଟଣା। ବୋହୂର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୁଙ୍କ ଜୀବନ । ଝିଅର ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅସୁସ୍ଥ ଶାଶୂ ଶ୍ବଶୁରଙ୍କ ସହ ଘରେ ଥିଲେ ବୋହୂ ଆନନ୍ଦିନୀ ସାହୁ ।…

ହାଇୱା ଧକ୍କାରେ ମହିଳା ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ତିନି ମୁହାଣୀ ଛକରେ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହା ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼…

ଭିଜିଲାନ୍ସ ଜାଲରେ କୃଷି ବିଭାଗର ଦୁଇ କର୍ମଚାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ବିଭାଗର ଦୁଇ କର୍ମଚାରୀ । ଲାଞ୍ଚ ନେବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ । କୃଷ ବିଭାଗର ଦୁଇ ଅଧିକାରୀ ହେଲେ ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡା…

ଝିଅ ଦୁଷ୍କର୍ମକାରୀ ବାପାକୁ ୧୨ ବର୍ଷ କାରାଦଣ୍ଡ

ଭୁବନଶ୍ବେର : ଭୁବନେଶ୍ୱର ଆଡହକ ଆଡିସନାଲ ସେସନ୍ସ ଜଜ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ)ର ବିଚାରପତି ସରୋଜ କୁମାର ସାହୁ, ଗତ ୨୦୨୧ ମସିହାରେ ଭୁବନେଶ୍ବର ମହିଳା ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି…

ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ: ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା ।ଫାର୍ମ୍‌ ହାଉସ୍‌ ଭିତରେ ପଶି ମାଲିକଙ୍କୁ ଗୁଳିମାଡ଼ କଲେ ୩ ଦୁର୍ବୁତ୍ତ । ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ମୃତ । ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସ…

ଲୁଟ ପରେ ଘର ଜାଳିଦେଲେ ଦୁର୍ବୃତ୍ତ

ବାଲୁଗାଁ: କଳା କନା ବୁଲାଇଲେ , ଘର ଜାଳିଲେ। ଖୋର୍ଦ୍ଧା ବାଲୁଗାଁ ଥାନା ବେଲପଡାରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କରାଜ୍ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ କରିଛନ୍ତି।…