ନବୀନ ନିବାସରେ ପାଠଶାଳା: ଆସିଲେନି ୬ ବିଧାୟକ
ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଇଁ ଆଥିଲା ରାଜ୍ୟସଭା ମତଦାନ ପ୍ରକ୍ରିୟା ନେଇ ପାଠଶାଳାର ପ୍ରଥମ ଦିନ । ପ୍ରଥମ ଦିନ ତାଲିମକୁ ୪୨ ଜଣ ଆସିଥିବାବେଳେ ଆସିଲେନି ୬ ବିଧାୟକ । ଏମାନଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ…
ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଇଁ ଆଥିଲା ରାଜ୍ୟସଭା ମତଦାନ ପ୍ରକ୍ରିୟା ନେଇ ପାଠଶାଳାର ପ୍ରଥମ ଦିନ । ପ୍ରଥମ ଦିନ ତାଲିମକୁ ୪୨ ଜଣ ଆସିଥିବାବେଳେ ଆସିଲେନି ୬ ବିଧାୟକ । ଏମାନଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ…
ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ…
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ଘଡିକେ ଘୋଡ଼ା ଛୁଟୁଛି । ନିର୍ବାଚନ ତାରିଖ ଯେତେକି ପାଖେଇ ଆସୁଛି ବିରୋଧୀ ଦଳ ମୁଖିଆଙ୍କ ଛାତି ସେତିକି ଧଡ ଧଡ ହେଉଛି । ଘୋଡ଼ା ବେପାର ଭୟରେ ବେଙ୍ଗାଲୁରୁ ଗଲେ ୮ କଂଗ୍ରେସ ବିଧାୟକ…
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଘାରିଛି ଘୋଡ଼ା ବେପାର ଚିନ୍ତା । ୨୦୦୨ ମସିହାର ଘଟଣା ପୁନରାବୃତ୍ତି ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଘୋଡ଼ା ବେପାର କଥା ବିଜେଡି ସଭାପତିଙ୍କ ନିଦ ହଜେଇ ଦେଇଛି । ତେଣୁ ଦଳର…
ଭୁବନେଶ୍ୱର: ରାଜ୍ୟସଭା ରେସ ନେଇ ବଢ଼ୁଛି ସସ୍ପେନ୍ସ । ରାଜ୍ୟସଭା ଭୋଟକୁ ବେଶ୍ ଗୁରୁତର ସହ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ହ୍ୱିପ୍ ଜାରି କରାଯିବା ପରେ ନବୀନ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଛନ୍ତି ।…
ବଲାଙ୍ଗୀର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବୁଧବାର କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ…
ଭୁବନେଶ୍ବର: ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ୍ ଦେବେ ସେନେଇ ସସ୍ପେନ୍ସ ଜାରି ରହିଛି। ଏପର୍ୟ୍ୟନ୍ତ ତାଙ୍କ ସହ କେହି ଯୋଗାଯୋଗ କରିନଥିବାବେଳେ ଭୋଟ୍ ସମ୍ପର୍କରେ ସେ ନିର୍ବାଚନ ଦିନ ସ୍ଥିର କରିବେ ବୋଲି କହିଛନ୍ତି।…
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଟକ ବିଧାୟିକା ସୋଫିଆ ଫିର୍ଦୋସ। ସେ କହିଛନ୍ତି ଯେ, ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ…
ଭୁବନେଶ୍ବର: ତୁମେ ଗଣମାଧ୍ୟମରେ ଭଲ ବିବୃତ୍ତି ଦେଉଛ। ଦଳରେ ତୁମର ଭବିଷ୍ୟତ ଉଜ୍ଜ୍ବଳ ରହିଛି। ଦଳୀୟ ଲାଇନ୍ରେ ଭୋଟ୍ ଦିଅ। ନିର୍ବାଚନ ସରିଲେ ତୁମକୁ ପୁରସ୍କୃତ କରାଯିବ। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସ…
ଭୁବନେଶ୍ଵର:ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ ଭୋଟିଂ ଭୟ ଘାରିଛି। ତେଣୁ ରାଜ୍ୟର ୩ ପ୍ରମୁଖ…