ସଚିନ ତେନ୍ଦୁଲକରଙ୍କ ବୋହୂ ହେଲେ ସାନିଆ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍‌ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍‌ ସେଣ୍ଟ୍‌ ରେଗିସ୍‌ରେ…

Continue reading
ଓଡ଼ିଶାରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ କରି ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଅଂଶୀଦାରମାନଙ୍କୁ ସଚେତନ କରିବା ଏବଂ ‘ଓଡ଼ିଶା ହୋମଷ୍ଟେ ସ୍କିମ୍…

Continue reading
ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ: ୧୬ ବର୍ଷ ପରେ ଲେଉଟିବ କି ‘ଘୋଡ଼ାବେପାର’!

ଭୁବନେଶ୍ୱର : ୨୦୧୦ ପରଠାରୁ ଓଡ଼ିଶାରେ ଆଉ ରାଜ୍ୟସଭା ନିର୍ବାଚନ ବେଳେ ଘୋଡ଼ାବେପାର ହୋଇନାହିଁ । ସେବେଠାରୁ ସୁରୁଖୁରୁରେ ବିଜେଡ଼ି ତା’ର ପ୍ରାର୍ଥୀମାନଙ୍କୁ ଜିତାଇ ଚାଲିଛି । ୨୦୧୪ରେ ରଞ୍ଜୀବ ବିଶ୍ୱାଳ ବିଜେଡ଼ି-ବିଜେପିକୁ ଚକମା ଦେଇ ବାଜିମାତ୍‌ କରିଥିଲେବି ସେତେବେଳେ ଘୋଡ଼ାବେପାରର…

Continue reading
ରାଜ୍ୟସଭାରେ ଓଡ଼ିଆ ନେତ୍ରୀ

ଏଯାଏଁ ୧୩୨ ନେତା ନେତ୍ରୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି । କଂଗ୍ରେସରୁ ସର୍ବାଧିକ ୫୨ ଜଣ ଯାଇଥିବାବେଳେ ବିଜେଡ଼ିରୁ ଯାଇଛନ୍ତି ୩୬ । ତେବେ ପୁରୁଷ ପ୍ରାଧାନ୍ୟ ରାଜନୀତିରେ ମହିଳା ନେତ୍ରୀଙ୍କୁ କିନ୍ତୁ ସେମିତି ଗୁରୁତ୍ୱ…

Continue reading
ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଏକ ବିବାହ ଉତ୍ସବ ନାଟକୀୟ ମୋଡ଼ ନେଇଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ବିବାହ ବିଧି ଶେଷ ହେବାର କିଛି ସମୟ ପରେ ଜଣାପଡ଼ିଲା, ବର କିନ୍ନର । ଦୁଇ ମାସ…

Continue reading
ଭାଲେଣ୍ଟାଇନ୍ ଦିବସ

ଭୁବନେଶ୍ୱର: ତୁ ମୋ ଭାଲେଣ୍ଟାଇନ୍ । ତୋ ସହ ସାତ ଜନ୍ମର ସାଥୀ ହେବାକୁ ଚାହେଁ…. । ଏହିଭଳି ପ୍ରେମଭରା କଥାରେ ଶୁକ୍ରବାର ରାତି ୧୨ଟା ପରେ ମୋବାଇଲ୍‌ରେ ପହଞ୍ଚିଥିଲା ମେସେଜ୍ । ଖାଲି ସେତିକିରେ ସୀମିତ ନଥିଲା କଥା, ସାମାଜିକ…

Continue reading
ଆଜି କିସ୍ ଡେ’ ପାଳିବେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ହଗ୍ ଡେ(ଆଲିଙ୍ଗନ ଦିବସ)କୁ ନେଇ ଦେଖିବାକୁ ମିଳିଥିଲା ଏକ ସକାରାତ୍ମକ ଉତ୍ସାହ । ଜୀବନର ଭିଡ଼ ଭିତରେ ମଣିଷ ଯେଉଁଠି କଥା କହିବାକୁ ସମୟ ପାଉନାହିଁ, ସେଠି ଏକ ସରଳ ଆଲିଙ୍ଗନ ମାଧ୍ୟମରେ ଭାବନା…

Continue reading
ପ୍ରତିଶ୍ରୁତି ପରେ ଆଜି ଆଲିଙ୍ଗନ ଦିବସ

ଭୁବନେଶ୍ୱର: ତୁମ ସହିତ ସବୁବେଳେ ଛାଇ ହୋଇ ରହିବି । ପରିସ୍ଥିତି ଅନୁକୂଳ ହେଉ କିମ୍ବା ପ୍ରତିକୂଳ ତୁମେ କେବେ ହେଲେ ନିଜକୁ ଏକୁଟିଆ ପାଇବନି । କଥା ଦେଉଛି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ତୁମର ହୋଇ ରହିବି…

Continue reading